31.1 C
Bhubaneswar
Monday, November 16, 2026
-Advertisement-

ଆସାମରେ ଭୂକମ୍ପ

ଆସାମ ର ସିଲିଗୁଡି ରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଛି। ଲୋକମାନେ ଘର ଏବଂ ଦୋକାନ ଛାଡି ରାସ୍ତା ଏବଂ ଅନ୍ୟାନ୍ୟ ଖାଲି ସ୍ଥାନକୁ ଦୌଡ଼ି ପଳାଇଥିଲେ। ସୂଚନା ଅନୁଯାୟୀ,...

ସୁଶୀଳା କାର୍କୀ ନେପାଳର PM ଭାବେ ନେଲେ ଶପଥ

ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ଦେଶର ଅନୁରୀଣ ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସେ ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ଯକ୍ଷତା କରିଥିଲେ। ସେହି ବୈଠକରେ ସଂସଦକୁ ଭାଙ୍ଗିବା ଏବଂ 2026 ମାର୍ଚ୍ଚ 5ରେ...

ମିଜୋରାମରେ ଗଡିଲା ପ୍ରଥମ ଟ୍ରେନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଜୋରାମ ଗସ୍ତ କରି ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୀର୍ଘ ୧୨୭ ବର୍ଷର ଅପେକ୍ଷା ପରେ ମିଜୋରାମରେ ଗଡ଼ିଛି ପ୍ରଥମ ରେଳ । ଟ୍ରେନ୍...

ଟେକଅଫ ବେଳେ ଖସି ପଡ଼ିଲା ସ୍ପାଇସଜେଟ୍ ବିମାନର ଚକ

ଶୁକ୍ରବାର ଦିନ ଗୁଜରାଟର କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନଟି ଉଡ଼ାଣ ଭରିବା ମାତ୍ରେ ଏହାର ଗୋଟିଏ ଚକ ଭାଙ୍ଗି ତଳେ ଖସି ପଡ଼ିଥିଲା। ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା। ବିମାନରେ ୭୫ ଜଣ ଯାତ୍ରୀ...

ଭାରତ ଓ ମରିସସ ସମ୍ପର୍କ ରେ ନୁଆ ଅଧ୍ୟାୟ

କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଏହା ସମୟରେ ଭାରତ ୨୧୫ ମିଲିୟନ୍ ଡଲାରର ସହାୟତା ଘୋଷଣା କରିଛି। ମୋଦି ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ସହାୟତା ନୁହେଁ,...

ଶପଥ ନେଲେ ସିପି ରାଧାକ୍ରିଷ୍ଣନ୍

ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୦.୧୦ ମିନିଟରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଜଣେ...

ସିକ୍କିମ୍‌ରେ ଭୟଙ୍କର ଭୂସ୍ଖଳନ

ସିକିମରେ ଭୟଙ୍କର ଭୂସ୍ଖଳନ ହେତୁ ଚାରିଜଣ ମୃତ୍ୟୁ ବରଣ କରିଛନ୍ତି। ତିନିଜଣ ଲୋକ ଏବେବି ନିଖୋଜ ଅଛନ୍ତି। ପୋଲିସ, ଏସଏସବି ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇ, ଦୁଇଜଣ ମହିଳାଙ୍କୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ...

ନେପାଳ ରୁ ସୁରକ୍ଷିତ ଭାବେ ଫେରିଲେ ୨୩ ଓଡ଼ିଆ ଯାତ୍ରୀ

ନେପାଳ ରେ ଫସିଛନ୍ତି ଶତାଧିକ ଓଡ଼ିଆ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ ।...

ନେପାଳ ଜେଲରୁ ଫେରାର କଏଦୀଙ୍କୁ ଧରିଲା ଏସଏସବି

ନେପାଳରେ ହୋଇଥିବା ହିଂସା ଓ ଅସ୍ଥିରତାର ସୁଯୋଗ ନେଇ କଏଦୀମାନେ ଜେଲରୁ ଫେରାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ଭାରତ-ନେପାଳ ସୀମାରେ ଏସଏସବି ଧରିବାରେ ସଫଳ ହୋଇଛି । ୨୨ କଏଦୀ ଉତ୍ତର ପ୍ରଦେଶରେ, ୧୦ ବିହାରରେ...

ଆସନ୍ତା କାଲି ଶପଥ ନେବେ ଉପରାଷ୍ଟ୍ରପତି

ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ୍ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ଏବଂ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...