ଆଇପିଏଲ୍ ଖେଳିପାରିବେନି ମୁସ୍ତାଫିଜୁର ରହମାନ
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ନିର୍ଯାତନା ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ବା କେକେଆର ଇଣ୍ଡିଆନ ଆଇପିଏଲ୍ ନିଲାମରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା । ଏହା ପରେ ଭାରତରେ...
ମାଦୁରୋଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଓଞ୍ଜେସି
ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପ୍ରତିକ୍ରିୟା ରଖଛନ୍ତି। ସେ କହିଛନ୍ତି ଯେ,...
ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରି ବିବାଦରେ ଫସିଲେ ଶାହରୁଖ ଖାନ
କେକେଆର(କୋଲକାତା ନାଇଟ୍ ରାଇଡର୍ସ)ର ମାଲିକ ଶାହରୁଖ ଖାନ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ବିବାଦରେ ଫସିଛନ୍ତି । ଏବେ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ହଟାଇବା ପାଇଁ ତାଙ୍କ ଉପରେ ଚାପ ବଢ଼ୁଛି।ଆଧ୍ୟାତ୍ମିକ...
ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ଭୟଙ୍କର ଯୁଦ୍ଧରେ ୨୦ ଜଣଙ୍କ ମୃତ୍ୟୁ
ପୁଣି ଥରେ ହିଂସାତ୍ମକ ମୋଡ଼ ନେଇଛି ୟେମେନରେ ଦୀର୍ଘ ସମୟ ଧରି ଚାଲିଥିବା ସଂଘର୍ଷ । ଶୁକ୍ରବାର ସାଉଦି ନେତୃତ୍ୱାଧୀନ ଏକ ସାମରିକ ମେଣ୍ଟ ବିମାନ ଆକ୍ରମଣ ସହିତ ୟୁଏଇ-ସମର୍ଥିତ ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲ ଘାଟିକୁ ଟାର୍ଗେଟ...
ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟକା: ଜାନୁଆରୀରୁ ଜିରୋ ଟାରିଫ୍
ଆମେରିକାକୁ ଲାଗିଛି ଶକ୍ତ ଝଟ୍କା । ଏବେ ଫେଲ୍ ହେଲା ଟ୍ରମ୍ପଙ୍କ ଟାରିଫ୍ ନୀତି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି , କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ...
ପ୍ରଧାନମନ୍ତ୍ରୀଙ୍କ ୨୦୨୫ ‘ମନ୍ କୀ ବାତ୍’: ୨୦୨୬ରେ ନୂଆ ଆଶା-ନୂଆ ସଂକଳ୍ପ
ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ରୀଡ଼ାଠୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ୨୦୨୫ ଅନେକ ସଫଳତା ଦେଇଥିବାବେଳେ ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ...
ଡେରାଡୁନରେ ତ୍ରିପୁରାର ଆଦିବାସୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା
ଉତ୍ତରାଖଣ୍ଡ ଡେରାଡୁନରେ ଜାତିଆଣ ଆକ୍ଷେପକୁ ନେଇ ଜଣେ ପଢ଼ୁଥିବା ଆଦିବାସୀ ଡାକ୍ତର ଛାତ୍ରଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତ ଛାତ୍ର ହେଲେ ତ୍ରିପୁରାର ଆଞ୍ଜେଲ୍ ଚକମା । ଆଞ୍ଜେଲ୍ ଡେରାଡୁନରେ ଜିଜ୍ଞାସା ବିଶ୍ୱବିଦ୍ୟାଳୟ...
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ପରେ ଲଣ୍ଡନରେ ବିକ୍ଷୋଭ: ହିନ୍ଦୁ ଖାଲିସ୍ତାନୀ ମୁହାଁମୁହିଁ
ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କ ହତ୍ୟା ପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ହୋଇ ସାରିଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରୁଥିବାବେଳେ ଲଣ୍ଡନରେ ହିନ୍ଦୁ ଏବଂ ଖାଲିସ୍ତାନୀ ସମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି...
ଛତିଶଗଡ଼ ମଦ ଦୁର୍ନୀତି ରେ ଚାର୍ଜସିଟ୍ ଦାଖଲ କଲା ଇଡି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ ଅବକାରୀ ବିଭାଗ ଦୁର୍ନୀତି ଓ ମଦ ଘୋଟାଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ଚାର୍ଜସିଟରେ ଅଧିକ ୫୯ ଜଣ ଅଭିଯୁକ୍ତ ସହିତ ୮୧ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଇଡି...
ଜି-ରାମ-ଜି ବିରୋଧରେ ଦେଶ ବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ଯୋଜନା ବିରୋଧରେ ଏବେ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ଶନିବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୫ ଜାନୁୟାରୀରୁ "ମନରେଗା ବଞ୍ଚାଅ ଅଭିଯାନ"...



















