ବିଜେପି ସମର୍ଥକଙ୍କୁ ଘରେ ପଶି ନୃଶଂସ ଭାବେ ହତ୍ୟା
କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ପୁଣି ଥରେ ରାଜନୈତିକ ହିଂସା ଭୟାନକ ରୂପ ନେଇଛି। ଇଂଲିଶ ବଜାର ଥାନା ଅନ୍ତର୍ଗତ ରାମକେଲି ଅଞ୍ଚଳରେ ୩୫ ବର୍ଷୀୟ ବିଜେପି ସମର୍ଥକ ସମୀର ଘୋଷଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା...
ଡାଟା ଲିକ୍ ଅଭିଯୋଗ ପରେ ଆକ୍ସନ୍ରେ SBI
ନୂଆଦିଲ୍ଲୀ:ଏକ ହ୍ୟାକର୍ ଗ୍ରୁପ୍ SBIଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଥିବା ଦାବି କରିଛି। ମିଳିଥିବା ରିପୋର୍ଟ ଅନୁସାରେ, ହ୍ୟାକର୍ ଗ୍ରୁପ୍ ଡାର୍କ ୱେବ୍ରେ ପ୍ରାୟ ୩,୭୫,୦୦୦ ଡାଟା ରୋ’ ଏବଂ ୨,୭୨୨ଟି ପିଡିଏଫ୍ (PDF) ଫାଇଲ୍ ଅପଲୋଡ୍...
ଇଣ୍ଡିଆ କେମ୍ ୨୦୨୬: ନିବେଶ ପାଇଁ ଦେଶବିଦେଶର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ମୁମ୍ବାଇ: ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬'ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ କରିଛନ୍ତି ।ଉଦଘାଟନୀ ସେସନ୍ ପରେ...
SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ
ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପି ପ୍ରଭାକର।ସେ ଏସ୍ଆଇଆର ବିରୋଧରେ ଆୟୋଜିତ ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ...
ପ୍ରୋଗ୍ରାମ କୋଡ୍ ପାଳନ ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ:ଦେଶର ସବୁ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ।ମନ୍ତ୍ରଣାଳୟ ଚିନ୍ତା ପ୍ରକାଶ କରି କହିଛି ଯେ ଅନେକ ଟିଭି ଚ୍ୟାନେଲ୍ ଆଇନର ନିର୍ଦ୍ଧାରିତ ମାନଦଣ୍ଡ...
ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଗତ କାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପ୍ୟାରିସରୁ ଫେରୁଥିବା ବେଳେ ଭଗୱନ୍ତ ସିଂ ମାନଙ୍କୁ ୩ ଘଣ୍ଟା ଦିଲ୍ଲୀ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା...
ବଜାରରେ ଜିଓ ଆଇପିଓର ଧମାକା
ମୁମ୍ବାଇ: ଜିଓ ପ୍ଲାଟଫର୍ମସର ଆଇପିଓ ଭାରତୀୟ ପୁଞ୍ଜି ବଜାର ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ ୨.୫ ଲକ୍ଷ...
ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ କରିଥିବା ଶୁଟରଙ୍କ ବୟାନ:ବଲିଉଡରେ ଆତଙ୍କ ସୃଷ୍ଟି କରିବା ଥିଲା ସେମାନଙ୍କର ଲକ୍ଷ୍ୟ
ମୁମ୍ବାଇ:ରବିବାର ଟାଇଗର ଶ୍ରଫଙ୍କ କାର ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିବା ୩ ଜଣ ଯୁବକଙ୍କୁ ଘଟଣା ଘଟିବାର ୧୬ ଘଣ୍ଟା ମଧ୍ୟରେ ପୁଲିସ୍ ରାଜସ୍ଥାନର କୋଟାରୁ ଗିରଫ କରିଥିଲା l ସେମାନଙ୍କୁ ମୁମ୍ବାଇ ପୁଲିସ୍ ଜେରା...
ପୁନର୍ବାର SIR ପାଇଁ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତିଙ୍କ ଦାବି
କୋଲକାତା:ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ସମୀକ ଭଟ୍ଟାଚାର୍ଯ୍ୟ ରାଜ୍ୟରେ ଆଉ ଏକ ପର୍ଯ୍ୟାୟ SIR କରାଇବା ପାଇଁ ଦାବି ଉଠାଇଛନ୍ତି। ପୂର୍ବରୁ ହୋଇଥିବା ପୁନରୀକ୍ଷଣ ପ୍ରକ୍ରିୟାରେ ବ୍ୟାପକ ହିଂସା ଏବଂ ଅରାଜକତା...
ଦୁର୍ଗାପୂଜା ପେଣ୍ଡାଲରେ ଦଳଚକଟା : ୧୯ ମୃତ ,୩୫ରୁ ଅଧିକ ଆହତ
କୋଲକାତା:ଉତ୍ତର କୋଲକାତାର ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲର ପ୍ରବେଶ ମାର୍ଗରେଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଏହି ଅଘଟଣ ଘଟିଛି।ସୂଚନା ଅନୁଯାୟୀ ଶନିବାର ମହାସପ୍ତମୀରେ ବହୁ ସଂଖ୍ୟକ ଲୋକ ଏହି ମଣ୍ଡପକୁ ବୁଲିବାକୁ ଆସିଥିଲେ।ଅତ୍ୟଧିକ ଭିଡ଼ ଏବଂ ହଠାତ୍...

















