27.1 C
Bhubaneswar
Tuesday, September 15, 2026
-Advertisement-

ପଞ୍ଜାବ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, 4 ମୃତ

ପଞ୍ଜାବର ବାଥିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ହୋଇଛି । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡ ପରେ କ୍ୟୁଇକ ଆକ୍ସନ ଟିମ୍ ଘଟଣାସ୍ଥଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି...

ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ...

ପ୍ରେମିକାର ବାହାଘରରେ ବୋମା ଉପହାର

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ପୁଣି ରିପିଟ । ସମାନ ଷ୍ଟାଇଲରେ ଛତିଶଗଡରେ ହୋଇଛି ବୋମା ବିସ୍ଫୋରଣ । ପ୍ରେମିକା ପାଖକୁ ଗିଫ୍ଟରେ ବୋମା ପଠାଇଥିଲା ପୂର୍ବତନ ପ୍ରେମିକ । ପ୍ରେମକୁ ନପାଇବାରୁ ଭୟଙ୍କର ପ୍ରତିଷୋଧ ନେଲା ପ୍ରେମିକ ।...

ମଶା ଧୂପରୁ ୬ ଜଣଙ୍କ ମୃତ୍ୟୁ

ମଶା ଧୂପରେ ଚାଲିଗଲା ୬ ଜୀବନ । ଦିଲ୍ଲୀରେ ମଶାଧୂପ ଲଗାଇ ରାତିରେ ଶୋଇଥିବାବେଳେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଶାସ୍ତ୍ରୀ ନଗରଅଞ୍ଚଳରେ ଏହି ପରିବାର ମଶା ଦାଉରୁ ରକ୍ଷା ପାଇବା ପାଇଁ ରାତିରେ...

ରାମ ନବମୀରେ ଅଘଟଣ

ରାମ ନବମୀରେ ଅଘଟଣ । ଧସିଲା ମନ୍ଦିର ଭିତରର ଭୂତଳ କୁଅ । ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବେଲେଶ୍ୱର ମନ୍ଦିରରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ...

ଏକାଥରକେ 36 ସାଟେଲାଇଟ ପଠାଇଲା ଇସ୍ରୋ

ଏକାସାଙ୍ଗେ ମହାକାଶକୁ 36 ସାଟେଲାଇଟ ପଠାଇ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଆଜି ସକାଳ 9 ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଇସ୍ରୋ ଓ୍ବାନ ଓ୍ବେବ - 2 ମିଶନରେ 36ଟି ସାଟେଲାଇଟ ପଠାଇଛି ।...

ଖଲିସ୍ଥାନୀ ନେତା ଅମ୍ରିତପାଲ୍ ସିଂଙ୍କୁ ପଳାତକ ଘୋଷଣା କଲା ପୋଲିସ

ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ଅପରେସନ ମୋଡରେ ପଞ୍ଜାବ ପୋଲିସ । ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦକରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରିବା ସତ୍ତ୍ବେ ଖଲିସ୍ଥାନୀ ନେତା...

ଭାଇରସ୍ ଭୟ, ୧୧ ଦିନ ସ୍କୁଲ ଛୁଟି

ପୁଡୁଚେରୀରେ ୧୧ ଦିନ ସ୍କୁଲ ଛୁଟି । H3N2 ଭାଇରସ ସଙ୍କ୍ରମଣ ସ୍ଥିତିକୁ ନେଇ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ତେବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ

ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କାର ପରାଜୟ ପରେ ଭାରତକୁ ଫାଇନାଲ ଖେଳିବା ପାଇଁ ଟିକେଟ ମିଳିଛି ।...
- Advertisement -

Latest article

SpinFin Sic Bo Live-Tische

InhaltWas ist Sic Bo und wie funktionieren die Live-Tables bei SpinFin?Schritt-für-Schritt-Anleitung: So spielen Sie Sic Bo bei SpinFinSpinFin Bonusangebote nutzen: Was gilt für Sic...

Jet4Bet Lifetime Ban: So funktioniert es

InhaltGründe für einen lebenslangen Ausschluss bei Jet4BetDer Ablauf des SperrverfahrensKonsequenzen der KontosperreKann man einen Lifetime Ban anfechten?Prävention: So vermeiden Sie ProblemeFazit und wichtige Hinweise Jet4Bet...

Slotoro Auszahlungsmethoden: Vor- und Nachteile, Geschwindigkeit

Inhalt1. Verfügbare Auszahlungsmethoden im Überblick2. Der Auszahlungsprozess: Schritt-für-Schritt Anleitung3. Kontoverifizierung (KYC) – Welche Dokumente werden benötigt?4. Geschwindigkeit und Limits: Typische Bearbeitungszeiten5. Häufige Probleme und...