29.1 C
Bhubaneswar
Monday, November 16, 2026
-Advertisement-

ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ

ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଛି । ଏହିବର୍ଷ ଜାନୁଆରିରେ ହିଁ ପାକିସ୍ତାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଥିଲା । ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣକ...

୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୪ରେ ଭୁବନେଶ୍ଵରAIIMSର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜବାହରଲାଲ ନେହରୁ ଇନ୍‌ଡୋର ହଲ୍‌ରେ ଅୟୋଜିତ...

ଡୋନାଲ୍ଡ ଟ୍ରମ୍ପଙ୍କ କହିଲେ, ଇରାନ ଉପରେ ପୁଣି ହୋଇପାରେ ଆକ୍ରମଣ

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘୋଷଣା ହୋଇଥିବା ଅସ୍ତ୍ରବିରତି ପରେ ଶାନ୍ତି ଫେରିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଇରାନର ପରାମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ବଂସ...

ପହଲଗାମ ଆକ୍ରମଣ ଘଟଣାରେ ଦୁଇ ଆତଙ୍କି ଗିରଫ

ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣକୁ ୨ ମାସ ପୁରିଲା । ତେବେ ଏହାରି ଭିତରେ ଆତଙ୍କୀ ଆକ୍ରମଣ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି (NIA)କୁ ବଡ଼ ସଫଳତା ହାସଲ ହୋଇଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ଜଣଙ୍କୁ NIA ର...

ଭୁଷୁଡିଲା ଇନ୍ଦ୍ରାଣୀ ବ୍ରିଜ୍, ଭାସିଗଲେ 20 ପର୍ଯ୍ୟଟକ

ମହାରାଷ୍ଟ୍ରର ଇନ୍ଦ୍ରାଣୀ ନଦୀ ଉପରେ ନିର୍ମିତ ବ୍ରିଜ ଭୁଷୁଡିପଡିବାରୁ କୋଡିଏ ଜଣ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । କୁନ୍ଦମାଳା ପର୍ଯ୍ୟଟନ ସ୍ଥଳରେ ନିର୍ମିତ ଏହି ବ୍ରିଜ ଉପରେ ପର୍ଯ୍ୟଟକମାନେ ଜଳପ୍ରବାହ...

ରହସ୍ୟ ଘେରରେ ସିଟ୍ ନମ୍ବର 11 A

ଏୟାର ଇଣ୍ଡିଆ ଡ୍ରିମ ଲାଇନରର ସିଟ ନମ୍ବର 11ଏକୁ ନେଇ ଏବେ ଚର୍ଚ୍ଚା । ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ କ୍ରାସ ହେବା ପରେ ଯେଉଁ ଜଣେ ଯାତ୍ରୀ ଜୀବନ ବଞ୍ଚେଇ ଆସିପାରିଲେ, ସେ ଏହି ସିଟରେ ବସିଥିଲେ । ବିଜିନେସ୍...

ମିଳିଲା ବ୍ଲାକବକ୍ସ, ଜଣାପଡିବ ବିମାନ ଦୁର୍ଘଟଣାର କାରଣ

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପଛରେ କି କାରଣ ରହିଛି ? କେଉଁ କାରଣ ପାଇଁ ବିମାନଟି ଉଡାଣ ଭରିବାର ମାତ୍ର ପାଞ୍ଚ ମିନିଟ ଭିତରେ କ୍ରାସ୍ ହୋଇଗଲା ? ବିମାନଟି ସଂପୂର୍ଣ୍ଣ ଜଳି ଖଣ୍ଡ ବିଖଣ୍ଡିତ ଭାବେ...

ପାଉଁଶ ହୋଇଗଲା ସ୍ବପ୍ନ

ଲଣ୍ଡନରେ ରହିବା ପାଇଁ ସ୍ବପ୍ନ ଦେଖିଥିଲେ । ପିଲାଙ୍କ ପାଠପଢା, କ୍ୟାରିୟର ସବୁ ଲଣ୍ଡନରେ କରିବା ପାଇଁ ଯୋଜନା କରିଥିଲେ । ବହୁ କଷ୍ଟରେ ଡାକ୍ତର ପତ୍ନୀଙ୍କୁ ବି ମନାଇଥିଲେ । ହେଲେ ନିୟତିର ନିଷ୍ପତ୍ତି କିଛି ଭିନ୍ନ ଥିଲା...

ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା

ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଗୁରୁବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ...

ଶେଷରେ ମାନିଲା ସୋନମ୍, ପ୍ରେମ ପାଇଁ ହତ୍ୟା କରିଛି ସ୍ବାମୀକୁ

ଶେଷରେ ମାନିଲା ସୋନମ୍ ରଘୁବଂଶୀ । ସେ ହିଁ ତା ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଛି ବୋଲି ମେଘାଳୟ ପୋଲିସ ଆଗରେ ସ୍ବୀକାର କରିଛି । ମେ 11 ତାରିଖରେ ରାଜା ରଘୁବଂଶୀକୁ ବିବାହ କରିଥିବା ସୋନମ ପ୍ରେମିକ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...