30.1 C
Bhubaneswar
Wednesday, November 11, 2026
-Advertisement-

ଔଷଧ ନାଁରେ ବିକ୍ରି ହେଉଛି ମଦ

ଔଷଧ ବଦଳରେ ଭଦ୍ରକରେ ଚାଲିଥିଲା ମଦ ବେପାର , ଔଷଧ ଦୋକାନରୁ ବାହାରିଲା ମଦ ବୋତଲ । ଭଦ୍ରକ ସହରର ବାଇପାସ୍ ନିକଟରେ ଏକ ଚୋରା ମଦ ବେପାର ଖୁଲାସା କରିଛି ଜନ ସ୍ୱାସ୍ଥ୍ୟ...

୧୬ ମାସରେ ୩୮ ହଜାର ଜଣଙ୍କୁ ମିଳିଛି ନିଯୁକ୍ତି: ମୂଖ୍ୟମନ୍ତ୍ରୀ

ଆଜି ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ୪୨୫ କୋଟି ଟଙ୍କାର ନୂତନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ୨୦୬୩ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି...

ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୪ ଅଭିଯୁକ୍ତ ଏବେ ସିବିଆଇ ରିମାଣ୍ଡରେ

ପୋଲିସ ଏସଆଇ ଦୁର୍ନିତି ମାମଲାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାପାଇଁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି । ଅଭିଯୁକ୍ତ ମୁନା ମହାନ୍ତି, ଅଭିମନ୍ୟୁ ଦୋରା,ଶ୍ରୀକାନ୍ତ ମହାରଣା ଏବଂ ପ୍ରିୟଦର୍ଶନୀ ସାମଲଙ୍କୁ ୫ ଦିନିଆ...

ପ୍ରାଥମିକ ଶିକ୍ଷକ ସଂଘ ପରେ ବର୍ତ୍ତମାନ ଆନ୍ଦୋଳନରେ ଯୋଗ ଦେଲେ ଓଡିଶା କନିଷ୍ଠ ଶିକ୍ଷକ ସଂଘ

ଶିକ୍ଷକଙ୍କ ଆନ୍ଦୋଳନ ଆଉ ଥମିବାର ନାମ ନେଉନାହିଁ। ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରୁ ହଟିବା ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ...

ବେଆଇନ କଫ୍ ସିରପ୍ ଚୋରା ଚାଲାଣ ମାମଲାରେ ୬୧ଟି ମାମଲା ରୁଜୁ ଏବଂ ୧୮୧ ଜଣଙ୍କୁ ଗିରଫ

ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ କାରବାରରେ ରାଜ୍ୟ ପୋଲିସକୁ ମିଳିଛି ବଡ଼ ସଫଳତା । ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ...

ବାରବାଟୀରେ ଭାରତର ଐତିହାସିକ ବିଜୟ

ବାରବାଟୀରେ ବିଜୟ ହାସଲ କଲା ଭାରତ। ୧୦୧ ରନ୍‌ରେ ସୂର୍ଯ୍ୟ ସେନା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିକୁ ଜିତି ସାରିଛି । ଦକ୍ଷିଣ ଆଫ୍ରିକା ଦଳ ୭୪ ରନ୍‌ରେ ଅଲଆଉଟ୍ ହୋଇଛି ।...

ବଢିଲା ବିଧାୟକଙ୍କ ଦରମା

ବଢିଲା ବିଧାୟକଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ...

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ନର୍ମାଲ ଡେଲିଭରୀ ଚାହୁଁଥିଲେ ଯାଆନ୍ତୁ ସରକାରୀ ହସ୍ପିଟାଲ୍

ଦିନକୁ ଦିନ ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ,ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ।ସେ ଆହୁରି ମଧ୍ୟ କହିଛନ୍ତି,...

ସରିଲା ବିଧାନସଭାର ଶୀତ ଅଧିବେଶନ

ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। ଚଳିତଥର ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ...

ବାରବାଟୀ ଟିକେଟ କଳାବଜାରୀ ମାମଲାରେ ୪ ଗିରଫ

ଆସନ୍ତାକାଲି ବାରବାଟୀରେ ହେବାକୁ ଯାଉଛି ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ । ଟିକେଟ କଳାବଜାରୀକୁ ନେଇ ଖବର ସାମ୍ନାକୁ ଆସିବା ପରେ, ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ବିଡାନାସୀ ଓ ଦରଘା...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...