26.1 C
Bhubaneswar
Wednesday, November 11, 2026
-Advertisement-

ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ପୁଣି ବଢିଲା ସାରଥୀ ବାବାଙ୍କ ଅଡୁଆ । ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇଛି। ୨୦୧୫ ମସିହାରେ କ୍ରାଇମବ୍ରାଞ୍ଚ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲା ସହିତ ସମ୍ପୃକ୍ତ ଆତ୍ମଘୋସିତ ଧର୍ମଗୁରୁ ସାରଥୀ ବାବା...

ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ

ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ଏପଟେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ୮ ଦଫା ଦାବି ନେଇ ପ୍ରାଥମିକ...

ସାମ୍ବାଦିକଙ୍କୁ ମିଳିବ ପେନସନ୍‌

ସାମ୍ବାଦିକମାନଙ୍କୁ ମିଳିପାରେ ପେନସନ୍‌ । ଏହି ପ୍ରସ୍ତାବ ବର୍ତମାନ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଜଣାଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ...

SI ପରୀକ୍ଷା ଜାଲିଆତି: ସିଲିକନ ଟେକ୍ ସହ ଚୁକ୍ତି ବାତିଲ କଲେ ସରକାର

ଏସଆଇ ନିଯୁକ୍ତିରେ ଜାଲିଆତି ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟିହୋଇଥିଲା। ସରକାରଙ୍କ ପକ୍ଷରୁ ଏସଆଇ ଜାଲିଆତିର ତଦନ୍ତର ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇକୁ ଦିଆଗଲା। ତଦନ୍ତରୁ ଜଣାପଡିଛି ଯେ ଏସଆଇ...

ଛାତ୍ରୀଙ୍କୁ ନିର୍ଯାତନା ଦେଇ ଅଧ୍ୟାପକ ବହିଷ୍କୃତ

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି।ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ ,ଅଭିଯୁକ୍ତ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଛି। । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ...

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତ ଟିମ୍ ଘୋଷଣା କରିଛି । କିଛି ଦିନର ବିରତି ପରେ...

୮ଲକ୍ଷ ଟଙ୍କାର ହିରୋଇନ ଜବତ : ୩ ଗିରଫ

ଯାଜପୁର ଜିଲା ଅବକାରୀ ବଭାଗ ଓ ଡୋଲିପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୨ ଗ୍ରାମ ହିରୋଇନ ଜବତ କରିଛି,ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ ହେବ । ...

ଫେବୃଆରୀରେ ହେବ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଅପଡେ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଇଛି।ଫେବୃଆରୀ ୧୮ରୁ ଆରମ୍ଭ...

ସାର କଳାବଜାରୀ: ୭୭ ଡିଲରଙ୍କ ଲାଇସେନ୍ସ ବାତିଲ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ସାର କଳାବଜାରୀ ଓ ବେଆଇନ ବିକ୍ରିକୁ ରୋକିବା ପାଇଁ ନିଆଯାଇଛି କଡା ଆକ୍ସନ...

ଖୋର୍ଦ୍ଧାରୁ ୬୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କଲା ପୋଲିସ

ଆଜି ଖୋର୍ଦ୍ଧାରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ।ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ାଉ ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...