24.1 C
Bhubaneswar
Thursday, November 12, 2026
-Advertisement-

ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ହଠାତ୍ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଏତେ ଖରାପ୍ ହେଲା କେମିତି , ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ...

ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ

ସଦର ଥାନା ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ଘରକୁ ଚିହ୍ନଟ କରାଯାଇ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି। ରବିବାର...

ଏସଆଇ ଦୁର୍ନୀତି ମାମଲା:ଆଜିଠୁ ବ୍ରହ୍ମପୁରରେ ଖୋଳତାଡ କରିବ ସିବିଆଇ

ପୋଲିସ ଏଆଇ କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଓଡିଶା କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଥିଲା ତାର ସବୁ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଛି। ତେଣୁ ସୋମବାର ବ୍ରହ୍ମପୁର ସିବିଆଇ ତଦନ୍ତ କରିବ। ସିବିଆଇ ମୂଳରୁ...

ଗ୍ରାହକ ସାଜି ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ

ଗ୍ରାହକ ହୋଇ ବନ୍ଧୁକ ବେପାରୀ ବା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ। ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଶୁଭ୍ରାଂଶୁ ଏବଂ ଚନ୍ଦନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ...

ବିଜେଡ଼ିକୁ ମିଳିଲା ଶକ୍ତ ଝଟକା

ନୂଆପଡ଼ାରେ ବିଜେପିର ବିଜୟ ହେବାପରେ ରାଜ୍ୟରେ ବିଜେପି ଦଳକୁ ମିଳିଛି ସଫଳତା। ବୃହତ ଜନାଦେଶ ସହିତ ନୂଆପଡ଼ା ବିଧାନସଭା ଆସନକୁ ଦଖଲ କରିଛି ବିଜେପି,ହେଲେ ଉପନିର୍ବାଚନର ଫଳାଫଳ ବିଜେଡ଼ିକୁ ଶକ୍ତ ଧକ୍କା ଦେଇଛି। କାରଣ ୨୫ ବର୍ଷର ଶାସନ...

୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି

ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୭ ତମ ଗଣତି ସୁଦ୍ଧା ୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି । ବିଜେଡି ଆଉ କଂଗ୍ରେସ ୩୦ହଜାର ଭୋଟ ଏଯାଏ ଛୁଇଁ ପାରି ନାହାନ୍ତି। ବିଜେଡି...

ନୂଆପଡ଼ା ନିର୍ବାଚନ; ଆଗରେ ଅଛି ବିଜେପି

ବହୁତ୍ ଜଲଦି ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀକୁ ମିଳିବ ନୂତନ ବିଧାୟକ । ଆଉ କିଛି ସମୟ ପରେ ଜନାଦେଶ ସ୍ପଷ୍ଟ ହୋଇଯିବ। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ...

ଏସ୍ଆଇ ଦୁର୍ନୀତି ମାମଲା :ଶଙ୍କର ପୃଷ୍ଟିର ସହଯୋଗୀ ଗିରଫ

ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିର ସହଯୋଗୀ ସାଗର ଗୌଡ଼କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାଗର ଗୌଡ଼ ଶଙ୍କର ପୃଷ୍ଟିର କେୟାରଟେକର୍ । ଏସଆଇ ନିଯୁକ୍ତିର ଦୀଘା...

ଦିଲ୍ଲୀରେ ବିସ୍ଫୋରଣ; ପୁରୀ ,ରାଜଧାନୀ ସହ ମୁମ୍ୱାଇରେ ବି ହାଇଆଲର୍ଟ

ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ପରେ ସାରା ଦେଶରେ ଏବେ ଆତଙ୍କ ଖେଳି ଯାଇଛି ।ଲାଲକିଲ୍ଲା ନିକଟରେ ମେଟ୍ରୋ ଷ୍ଟେସନ ଏକ ନମ୍ବର ଗେଟ୍ ନିକଟରେ ଏକ କାର୍ ବିସ୍ଫୋରଣ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ...

ପୀତବାସ ପଣ୍ଡା ହତ୍ୟା ମାମଲା; ପତ୍ନୀ ଓ ପୁଅକୁ ଆସୁଛି ହତ୍ୟା ଧମକ

ପୀତବାସ ହତ୍ୟା ମାମଲାକୁ ନେଇ ପ୍ରେସମିଟ୍ କରିଛନ୍ତି ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ । ସେ ଅଭିଯୋଗ କରିଛନ୍ତି ଯେ, ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ପରିବାରକୁ ଧମକ ଆସୁଛି। ତାଙ୍କ ପୁଅଙ୍କୁ ଅଜଣା ନମ୍ବରରୁ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...