24.1 C
Bhubaneswar
Thursday, November 12, 2026
-Advertisement-

ପୋଲିସ SI ନିଯୁକ୍ତି ଘୋଟାଲା ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଆଜି କୋର୍ଟରେ ହେଲେ ହଜାର

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଆଜି ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରାଯାଇଛି । ଶଙ୍କରଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ତଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା...

ନୂଆପଡ଼ା ପ୍ରଚାର ମଇଦାନରେ ବିଜେପିକୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ

ଏବେ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ବିଜେପି ସରକାର। ନୂଆପଡ଼ାରେ ନିର୍ବାଚନୀ ସମାବେଶରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ବେଳେ ବିଜେପି ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନବୀନ କହିଛନ୍ତି...

ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା

ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ। ରାଜ୍ୟ...

ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ସିଲିକନ୍ ଟେକ୍ ମାଲିକ ଗିରଫ

ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି । ବହୁତ ଜେରା ପରେ ସୁରେଶକୁ ଗିରଫ କରାଯାଇଛି ।...

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଶୋୟୀ ଗିରଫ

ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଗିରଫ ହୋଇଛି । ହତ୍ୟା ଘଟଣାର ପୂରା ପ୍ଲାନ କରିଥିବା ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା ମିଳିଛି ।...

SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି କରିଲା ବଡ଼ ଖୁଲାସା

ଏସଆଇ ଚାକିରି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର...

ପୋଲିସ ଏସଆଇ ଦୁର୍ନୀତି ମାମଲା: ଗିରଫ ହେଲା ଶଙ୍କର ପୃଷ୍ଟି

ଏକ ମାସ ପରେ ଗିରଫ ହେଲା ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ପୋଲିସ ଏସଆଇ ନିଯୁ୍‌କ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁତ ବଡ ସଫଳତା । କ୍ରାଇମବ୍ରାଞ୍ଚ ନେପାଳ...

ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ହେଲା ପର୍ଦ୍ଦାଫାଶ

ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନରକଙ୍କାଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ବୋଲି ଜଣାପଡିଛି। ମୃତକ ହେଉଛନ୍ତି ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ। ପୂର୍ବ...

ଚନ୍ଦକା ଜଙ୍ଗଲରୁ ମିଳିଲା ଅଧା ପୋତା କଙ୍କାଳ

ଚନ୍ଦକା ଜଙ୍ଗଲ ଭିତରୁ ଗୋଟିଏ ନର କଙ୍କାଳ ମିଳିଥିବା ଘଟଣାରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧା କଙ୍କାଳ ମାଟିରେ ପୋତା ଯାଇଥିବା ବେଳେ ମୁଣ୍ଡ, ଖପୁରି, ମାଢ଼ି ଓ ଜଂଘ ହାଡ଼ ଜଙ୍ଗଲ ଭିତରେ...

୪ ବର୍ଷ ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ସେନା ଜୱାନ

ବସ୍‌ ଭିତରେ ଏକ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ଦୁଇ ଆର୍ମି ଯବାନ। ଏଥିପାଇଁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ମାସ ୩ ତାରିଖରେ ଗୋପାଳପୁର ଆର୍ମି ଏଡି...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...