23.1 C
Bhubaneswar
Thursday, November 12, 2026
-Advertisement-

ରେଭେନ୍ସା ଇଷ୍ଟ ହଷ୍ଟେଲର ଅପମିଶ୍ରିତ ଖାଦ୍ୟ ଖାଇ ୧୫ ଛାତ୍ର ଅସୁସ୍ଥ

କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲର ପ୍ରାୟ ୧୫ ଜଣ ଛାତ୍ର ହଠାତ୍‍ କରି ଅସୁସ୍ଥ ହୋଇପଡ଼ିଛନ୍ତି। ଅପମିଶ୍ରିତ ଖାଦ୍ୟକୁ ଏହାର କାରଣ ବୋଲି ଗ୍ରହଣ କରାଯାଉଛି। ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଏହି ସମସ୍ତ...

ଲାଞ୍ଚ ନେଇ ଧରା ପଡ଼ିଲେ ଟିଟିଲାଗଡ଼ GST ଅଧିକାରୀ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଥିବାବେଳେ ସରକାରୀ ଅଧିକାରୀମାନେ ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଶପଥ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ଯେ ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ...

ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା,୧୧୪ ପରୀକ୍ଷାର୍ଥୀଙ୍କ ଜାମିନ ମଞ୍ଜୁର

ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଜାମିନ ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସହ ୯ ଜଣଙ୍କ ଜାମିନ ଆବେଦନ...

ବାତ୍ୟା ମୋନ୍ଥାରୁ ବର୍ତିଗଲା ଓଡିଶା

ବାତ୍ୟା ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ପୂର୍ବ ଅନୁମାନ ଅନୁଯାୟୀ କାକିନଡ଼ାରେ ନୁହେଁ, ବରଂ ନର୍ସାପୁର ନିକଟରେ ଏହା ସ୍ଥଳ ଭାଗ ଛୁଇଁଛି। ଏବେ ମୋନ୍ଥା...

ବାତ୍ୟା ମୋନ୍ଥା’ର ପ୍ରଭାବ ଓଡିଶାରେ ପଡ଼ିନାହିଁ : ମୁଖ୍ୟମନ୍ତ୍ରୀ

ବାତ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରିଛନ୍ତି। ସେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ଓ ଏସ୍‌ଆରସିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହେଉଥିବା ସତ୍ତ୍ବେ ଓଡ଼ିଶାରେ ବାତ୍ୟାର...

କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ : ଦୁର୍ନୀତିର କ୍ଷମା ନାହିଁ

ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ହୋଇଛି। ଏହା ସମ୍ପର୍କରେ ଲୋକସେବା ଭବନର କନଭେନସନ ହଲରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ...

ବାତ୍ୟା ମୋନ୍ଥା’ ପ୍ରଭାବରେ ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ

‘ମୋନ୍ଥା’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି। ଗୁମ୍ଫା, ମୋହନା ଏବଂ ରାୟଗଡ଼ା...

ଭୟଙ୍କର ରୂପ ନେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌

ସିଭିୟର ସାଇକ୍ଲୋନ 'ମୋନ୍ଥା'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହିତ ସମୁଦ୍ରରେ ସୁ ସୁ ଗର୍ଜନ ଶୁଣିବାକୁ ମିଳୁଛି। ବାତ୍ୟା ‘ମୋନ୍ଥା’ର ତୀବ୍ରତା ଦେଖି କାକିନାଡ଼ାର ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ...

କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପୁଣି ଥରେ ବଡ଼ ସଫଳତା ହାସଲ କରିଛି। କଟକ ମଙ୍ଗୁଳି ନିକଟରେ ଅଭିଯାନ ଚାଲାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି ଅବକାରୀ ବିଭାଗ । ଏହି ଘଟଣାରେ...

ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...