23.1 C
Bhubaneswar
Thursday, November 12, 2026
-Advertisement-

ବିଜେଡ଼ିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର

ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ରାଜନୀତୀକୁ ନେଇ ବଢ଼ିଛି ଚିନ୍ତା। ବିଜୁ ଜନତା ଦଳ ଏକ ପଟେ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତିତ ଥିବା ବେଳେ, ଅନ୍ୟପଟେ କର୍ମୀମାନେ ଦଳ ଛାଡ଼ୁଛନ୍ତି। ଆଜି ମଧ୍ୟ ଦଳକୁ...

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ। ସେ ଡାକ୍ତରଖାନାକୁ ଯାଇ ପୀଡ଼ିତା ଓ ପରିବାର ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ରାଜ୍ୟପାଳଙ୍କ ଆଗମନ ସମୟରେ ହସ୍ପିଟାଲ୍ ପରିସରରେ ...

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ହେଲା ଖୁଲାସା

ବ୍ରହ୍ମପୁର ବିଜେପି ନେତା ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ସପ୍ତାହେ ବିତିବା ପରେ ମଧ୍ୟ ଦୋଷୀଙ୍କୁ ଗିରଫ ହୋଇପାରିନି। ଏପଟେ ବରିଷ୍ଠ ବିଜେପି ନେତା କାହ୍ନୁ ପତି ଦାବି କରିଛନ୍ତି ଯେ ପୋଲିସ...

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମମତାଙ୍କୁ ଅନୁରୋଧ କଲେ ମୋହନ ମାଝୀ

ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହି ଅପରାଧ ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ, ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ...

ପୁଣି ସୋସିଆଲ ମିଡ଼ିଆରେ ତାଚ୍ଛଲ୍ୟ କରି ଲେଖିଲେ ଶ୍ରୀମୟୀ

ପୁଣି ସୋସିଆଲ ମିଡ଼ିଆରେ ତାଛଲ୍ୟ କରି ପୋଷ୍ଟ କରିଛନ୍ତି ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କହ୍ନେଇ, ସନ୍ନ୍ୟାସୀ କହି ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ ପୋଷ୍ଟରେ ଲେଖିଛନ୍ତି, 'କର୍ମୀ...

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି।...

ପୂରୀ ଶ୍ରୀମନ୍ଦିରକୁ “ରେଡ୍ ଜୋନ” ଘୋଷଣା କଲା ଡିଯିସିଏ

ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଡିଜିସିଏ ଶ୍ରୀ ଜଗନ୍ନାଥ ମନ୍ଦିରକୁ "ରେଡ୍ ଜୋନ" ଭାବେ ଘୋଷଣା କରିଛି। ଏୟାରସ୍ପେଶ୍ ମ୍ୟାପରେ ଏଭଳି ତଥ୍ୟ ରହିଥିବା ଭାରତ...

ପୀତବାସ ପଣ୍ଡା ହତ୍ୟା ମାମଲା: CCTV ଫୁଟେଜ୍‌ରୁ ପୋଲିସକୁ ମିଳିଲା ବଡ଼ ତଥ୍ୟ

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍ କହିଛନ୍ତି ସିସିଟିଭି ଫୁଟେଜ୍‌ରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ପୀତବାସଙ୍କ ହତ୍ୟା...

ଇସ୍ରୋର ଗଗନଯାନ ମିଶନରେ ମହାକାଶକୁ ଯିବ ଓଡ଼ିଶାର “ବ୍ୟୋମମିତ୍ର”

ଏବେ ମହାକାଶକୁ ଯିବ ଓଡ଼ିଶା ରୋବର୍ଟ “ବ୍ୟୋମମିତ୍ର” । "ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଏଣ୍ଡ୍ ଟ୍ରେନିଂ ସେଣ୍ଟର୍ ଏହାକୁ ତିଆରି କରିଛି । ବ୍ୟୋମମିତ୍ରକୁ ଦୀର୍ଘ 4 ମାସ ହେବ ସିଟିଟିସି ତିଆରି କରିଛି...

ଓଡ଼ିଶା ଫେରିଲେ ନବୀନ

ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ଓଡ଼ିଶାକୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...