ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା : ମୁଖ୍ୟମନ୍ତ୍ରୀ
ଅଳିଆରୁ ଏବେ ଏନର୍ଜି ଓ କୋଇଲା ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ପୁରୁଣା ଭୁବନେଶ୍ୱରରେ ବିଏମସି ଆୟୋଜିତ "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଗୃହ ଓ ନଗର...
ନିଲମ୍ବନ ପରେ ପୁଣି ବିଜେଡ଼ିକୁ ପ୍ରଶ୍ନ କଲେ ଶ୍ରୀମୟୀ
ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଫେସ୍ବୁକ୍ରେ ପୋଷ୍ଟ କରି କହିଲେ,"ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ...
ପାତ୍ରପଡ଼ା ସଡ଼କ ଦୁର୍ଘଟଣା : ଧରା ପଡିଲା ଥାର ମାଲିକ
ଭୁବନେଶ୍ୱର ପାତ୍ରପଡ଼ାରେ ହୋଇଥିବା ଦୁର୍ଘଟଣାରେ ଧରାପଡ଼ିଲା ଥାର୍ ମାଲିକ। ପୁରୀରୁ ଥାର୍ ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ...
ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସିବେ । ଝାରସୁଗୁଡ଼ାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ...
ସାମ୍ବାଦିକଙ୍କୁ ନେପାଳି ମାଡ ପ୍ରସଙ୍ଗ : କ୍ଷମା ମାଗନ୍ତୁ ବିଜେଡି ନେତା ମନ୍ମଥ
ଭୁବନେଶ୍ବର : ସାମ୍ବାଦିକଙ୍କୁ ନେପାଳୀ ମାଡ ଦରକାର ବୋଲି ବିଜେଡି ନେତା ତଥା ଗତ ଲୋକସଭା ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟଙ୍କ ମନ୍ତବ୍ୟକୁ ନେଇ ‘ଆମ ସ୍ବର’ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି...
ଶୁଭମିତ୍ରା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଦୀପକର କଳାକାରନାମା
ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା WhatsApp ଚାଟ୍ରୁ ଏହା...
ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର
ବିଜେଡ଼ି ଦଳରେ ଥିଲେ, ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରି ଲେଖୁଥିଲେ । ନ କହି ନ କହି ସବୁ ବଖାଣୁଥିଲେ । ସଭାପତିଙ୍କ ଠାରୁ ନେଇ ସୁପର୍ ଲିଡର ସମସ୍ତଙ୍କୁ କରୁଥିଲେ ଟାର୍ଗେଟ୍ । ଆଉ ଆଜି ଦଳ ତାଙ୍କୁ...
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବାପରେ ବିଜେଡିର ପ୍ରତିବାଦ
ବିଜେଡ଼ି ଆଜି ବିଧାନସଭା ଘେରାଉ ଡାକରା ଦେଇଛି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବାପରେ ଏହାକୁ ବିରୋଧ କରି, ବିଜୁ ଜନତା ଦଳ ବିଧାନସଭାକୁ ଘେରାଉ କରିବାକୁ ଚେଷ୍ଟା କରିଛି। ସୁରକ୍ଷା ବ୍ୟବସ୍ଥା ଭଙ୍ଗିବାକୁ ଉଦ୍ୟମ କଲାପରେ ପୋଲିସ...
ଶିଶୁ ମୃତ୍ୟୁ ଘଟଣା : ୪ ଲକ୍ଷ୍ୟ ସହାୟତା
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏକ ସ୍ବତନ୍ତ୍ର କମିଟି ଗଠିତ ହୋଇ ଏହାର ବିସ୍ତୃତ ତଦନ୍ତ କରିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି କହିଛନ୍ତି, ଶବବ୍ୟବଚ୍ଛେଦ ପରେ ସବୁକିଛି ସାମ୍ନାକୁ ଆସିବ।...
ବଲଙ୍ଗା ପୀଡ଼ିତା ନିଜେ ନିଜକୁ ଜାଲିଥିଲେ; ମୁଖ୍ୟମନ୍ତ୍ରୀ
ଆଜି ବିଧାନସଭାରୁ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭାରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ "ନିଜ ଦେହରେ ନିଜେ ନିଆଁ ଲଗାଇଥିଲେ...


















