ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ଫେଷ୍ଟିଭାଲ୍ ଆୟୋଜିତ
ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି ।
ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା...
ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧିଙ୍କୁ ସ୍ବାଗତ କଲା ସୋଆ
ଭୁବନେଶ୍ୱର 15/04:
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି | ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ...
ଓଡିଶା ମହିଳା ସରପଞ୍ଚଙ୍କ ଉପରେ ବଲିଉଡ ଫିଲ୍ମ
ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଢୁଙ୍କାପଡାର ଆରତୀ ଦେବୀ । ଜଣେ ଉଚ୍ଚ ଶିକ୍ଷିତା ବ୍ୟାଙ୍କ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ରେ ଦେଶର ସର୍ବ କନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ...
ଝାରସୁଗୁଡା 42, ଭୁବନେଶ୍ୱର 40 ଡିଗ୍ରୀ
ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର I ଦିନ ଦୁଇଟା ସୁଦ୍ଧା ତାପମାତ୍ରା 42 ଡିଗ୍ରୀ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା 40.2 ଡିଗ୍ରୀ ରହିଛି I
ସମ୍ବଲପୁରରେ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି I
ଅନ୍ୟ ସହର...
ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା : ଯୋଗ ଦେବେ ୮ଟି ଦେଶର ପ୍ରତିନିଧି
ଭୁବନେଶ୍ୱର, ୧୩/୦୪: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ...
ଫେରୁଛି କୋଭିଡ୍, ମକଡ୍ରିଲ୍ ଆରମ୍ଭ
ଦିନକୁ ଦିନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟରେ ଏବେ କୋଭିଡ ପଜିଟିଭ ସଂଖ୍ୟା 629ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ 5 ହଜାର ଅତିକ୍ରମ କରିଛି । କୋଭିଡ ମୁକାବିଲା ପାଇଁ ରାଜ୍ୟର...
ଆହୁରି ବଢିବ ତାପମାତ୍ରା
ଗତ ଦୁଇଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ଆହୁରି ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଉତ୍ତର ପଶ୍ଚିମ ଦିଗରୁ...
କାହିଁକି ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ମନା
ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି...
ଅପ୍ରେଲ୍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍ସଲଟେଟିଭ୍ ସମ୍ମିଳନୀ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍ସଲଟେଟିଭ୍ ସମ୍ମିଳନୀ ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ। ଏହି ଦୁଇ ଦିନିଆ ସମ୍ମିଳନୀରେ...
କାଲି ୪ହଜାର ଥିଲା ଆଜି ୫ହଜାର ଟପିଲା
ଦେଶରେ କରୋନାର ଦୈନିକ ସଙ୍କ୍ରମଣ ୫ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି । ଗତକାଲି ତୁଳନାରେ ସଙ୍କ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି...


















