ମାଞ୍ଜା ସୂତା ଲାଗି ୩ ଆହତ
ଘାତକ ହେଉଛି ମାଞ୍ଜା ସୂତା । ନିକଟରେ ମାଞ୍ଜା ସୂତାରେ ସୁନାର ସଂସାର ଉଜୁଡି ଯାଇଥିବାବେଳେ ଆଜି ପୁଣି ମାଞ୍ଜା ସୂତାରେ ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଡୁମଡୁମା ପାଲା ମଣ୍ଡପ ପାଖରେ ଘଟିଛି ଅଘଟଣ ।...
୫ ଲକ୍ଷ ‘ଓମିସିୟୋର’ କିଟ୍ ଆଣିବ ଓଡିଶା
ଜିନମ ସିକ୍ୟୁଏନସିଂ ପାଇଁ ଆଉ ସାମ୍ପଲ ଯିବନି । ଓଡିଶାରେ ସହଜ୍ ହେବ ଓମିକ୍ରନ ଚିହ୍ନଟ । ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କିଟ୍ ‘ଓମିସିୟୋର’କୁ ଆଣିବ ଓଡିଶା । ୫ ଲକ୍ଷ କିଟ୍ ଯୋଗାଇ ଦେବାକୁ ବରାଦ କରିଛନ୍ତି ରାଜ୍ୟ...
ଆଜି ଆଉ 28 ଓମିକ୍ରନ
ଆଉ 28 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା 28 ଜଣଙ୍କ ମଧ୍ୟରୁ 18 ଜଣ ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ...
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ୧୧ରୁ ୧୪ ୪ଦିନ ଧରି ପ୍ରବଳ ବର୍ଷିବ । ବିିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ୧୦...
ବଢିଲା ଶଯ୍ୟା ସଂଖ୍ୟା
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି ।
ପୂର୍ବରୁ ସରକାର ରାଜଧାନୀରେ କେବଳ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ଦେଇଥିଲେ । ଏବେ ଆଉ...
ଚିହ୍ନଟ ହେଲେ ଆଉ 14 ଓମିକ୍ରନ ଆକ୍ରାନ୍ତ
ରାଜ୍ୟରେ ଆଉ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 75କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି ।...
ଭୁବନେଶ୍ୱରର ୩୮ଟି ସ୍ଥାନ କଣ୍ଟେନମେଣ୍ଟ
ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।
ସ୍ୱର୍ଗଦ୍ୱାରରେ ବି ଲାଗିଲା କଟକଣା
ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖ ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀବାସୀ ଶବ...
ଆଜିଠୁ ଖୋଲିବ ମାକେଟ ବିଲ୍ଡିଂ
୩ ଦିନ ପରେ ଖୋଲିବ ଆଜିଠୁ ଖୋଲିଲା ଭୁବନେଶ୍ୱର ମାକେର୍ଟ ବିଲ୍ଡିଂ । ଉଠା ଦୋକାନୀ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେବ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା ।...
କରୋନା କବଳରେ ସ୍ୱାସ୍ଥ୍ୟମନ୍ତ୍ରୀ
କରୋନା କବଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କଠାରେ କରୋନାର ଲକ୍ଷଣ ନଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବା ପରେ...


















