ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେପି
ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଭଳି ଦାୟିତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବୀ କରିଛି ବିଜେପି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର...
୪ଦିନ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ
କଳାହାଣ୍ଡି ଘୁମୁରା ଉତ୍ସବ ପାଇଁ ଭବାନୀପାଟଣାର ଲାଲବାହାଦୂର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ସୋମବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହ ଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ...
ପବିତ୍ର ମକର ସଂକ୍ରାନ୍ତି
ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ...
ଛାତିରେ ପଶିଲା ଲୁହା ରଡ୍
11 ବର୍ଷର ନାବାଳକ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଛାତିରେ ଲୁହା ରଡ୍ ପଶିଯାଇଛି. ଫଳରେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଡିମ୍ବୋ ଗାଁର ନନ୍ଦକିଶୋର ମହାକୁଡ,...
ବିକାଶ ପାଇଁ ଅଣ୍ଟା ଭିଡିଲା ଉନ୍ନୟନ ପରିଷଦ
ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାମ କରିବା ଉପରେ ଗୁରୁତ୍ବ ଦେଇଛି ଜଗତସିଂହପୁର ଜିଲ୍ଲା ଉନ୍ନୟନ ପରିଷଦ. ନିଜ ଭିତରେ ମତଭେଦ ଭୁଲି ଏକାଠି ହେବାକୁ ଆହ୍ବାନ ଦେଇଛି ପରିଷଦ. ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ଅନୁଷ୍ଠିତ ଉନ୍ନୟନ...
କଟକରେ ଜଣ୍ଡିସ ରୋଗୀ ଚିହ୍ନଟ
କିଛି ମାସର ବ୍ୟବଧାନ ପରେ ପୁଣି କଟକ ସହରରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛି. ଶିଖରପୁର ତଳ ସାହିରେ ବସବାସ କରୁଥିବା ଲୋକଙ୍କ ଠାରେ ଏହା ଚିହ୍ନଟ କରାଯାଇଛି. ତେବେ ଏଥିରେ ପ୍ରାୟ 12 ଜଣ ଆକ୍ରାନ୍ତ ହୋଇଥିବା ସୂଚନା...
ବିବାହ କଲେ ସମଲିଙ୍ଗୀ
ବିବାହ କରିଛନ୍ତି ଦୁଇ ସମଲିଙ୍ଗୀ ଝିଅ. ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବା ରାୟ ଅନୁସାରେ, ଆଇପିସି ଧାରା 377 ଅନୁଯାୟୀ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କିଛି ମାସ ପୂର୍ବେ କୋର୍ଟ ରାୟ ଦେଇଥିଲେ. ସେହି ଧାରାକୁ...
ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ
ବିଶ୍ୱ ମାନବୀୟ ଅଧିକାର ସୁରକ୍ଷା ସଂଘ (WHRPO) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାରିୟନଠାରେ ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି. କନକ୍ଲେଭର ଥିମ୍ ରହିଛି ‘ଭଏସିଂ ରାଇଟ୍ସ ଅଫ୍ ୟୁଥ୍’ . ସଂଗଠନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଶରତ...
ରୋଗୀ ବେଶରେ ଡାକ୍ତରଙ୍କ ଘରୁ ଚୋରି
ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି...
ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା....


















