ନାମାଙ୍କନ ଭରିଲେ ଟଙ୍କଧର
ଜୋର ଧରିଲାଣଇ ଝାରସୁଗୁଡା ଉପନିର୍ବାଚନ ତାତି । ମୈଦାନ ତୟାର, ୩ଦଳର ପ୍ରାର୍ଥି ବି ତୟାର । ଆଜି ଦ୍ୱିତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି । ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ପୂଜାଚ୍ଚନା...
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା
ଭୁବନେଶ୍ୱର : ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି ।
ଭାରତ ବିଶ୍ୱର କେବଳ...
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ 300 ଡେଇଁଲା
କୋଭିଡ ସଂକ୍ରମଣ ପୁଣି ଭୟଙ୍କର ଭାବେ ବଢିବା ଆରମ୍ଭ କରିଛି I ରାଜ୍ୟରେ ଦୈନିକ ସଂକ୍ରମଣ 300 ଅତିକ୍ରମ କରିଥିବା ବେଳେ ମୋଟ ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା 1500 ପାର କରିଛି I
ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ 10 ହଜାର...
କାଲିଠୁ ତାତି କମିବ, ବର୍ଷା ସମ୍ଭାବନା
ଚବିଶ ଘଣ୍ଟା ପରେ ରାଜ୍ୟ ତାପମାତ୍ରା ହ୍ରାସ ପାଇବ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ତାତି କମିବ ଏବଂ ପାଞ୍ଚଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ...
ଦେଶରେ ୧୦ ହଜାର ପାର, ଆଉ ରାଜ୍ୟରେ
ଓଡିଶାରେ ମଧ୍ୟ ବଢୁଛି କରୋନା ସଙ୍କ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଙ୍କ୍ରମଣ କମିଛି । ଗତ ୨୪ ଘଣ୍ଟାେରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ । ଗତକାଲି ସଂଖ୍ୟା ଥିଲା ୨୫୮ ।...
ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ଫେଷ୍ଟିଭାଲ୍ ଆୟୋଜିତ
ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି ।
ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା...
ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧିଙ୍କୁ ସ୍ବାଗତ କଲା ସୋଆ
ଭୁବନେଶ୍ୱର 15/04:
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି | ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ...
ଓଡିଶା ମହିଳା ସରପଞ୍ଚଙ୍କ ଉପରେ ବଲିଉଡ ଫିଲ୍ମ
ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଢୁଙ୍କାପଡାର ଆରତୀ ଦେବୀ । ଜଣେ ଉଚ୍ଚ ଶିକ୍ଷିତା ବ୍ୟାଙ୍କ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ରେ ଦେଶର ସର୍ବ କନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ...
ଝାରସୁଗୁଡା 42, ଭୁବନେଶ୍ୱର 40 ଡିଗ୍ରୀ
ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର I ଦିନ ଦୁଇଟା ସୁଦ୍ଧା ତାପମାତ୍ରା 42 ଡିଗ୍ରୀ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା 40.2 ଡିଗ୍ରୀ ରହିଛି I
ସମ୍ବଲପୁରରେ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି I
ଅନ୍ୟ ସହର...
ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା : ଯୋଗ ଦେବେ ୮ଟି ଦେଶର ପ୍ରତିନିଧି
ଭୁବନେଶ୍ୱର, ୧୩/୦୪: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ...