ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ‘ଡୁଆଲ୍ ମ୍ୟାନେଜମେଣ୍ଟ ପ୍ଲାନ୍’ ପ୍ରସ୍ତୁତି
ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ପ୍ରଥମ ଥର ପାଇଁ 'ସେଫ୍ ଓ ଇନସିଡେଣ୍ଟ ଫ୍ରି' ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର 'ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ'। ଏଥର ଉଭୟ ହିଟ୍ୱେଭ୍...
ଅନିୟମିତତା ଅଭିଯୋଗରେ ଜଳ ସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ ନୀତି ଅନୁଯାୟୀ ଜଳ ସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆର୍ଥିକ ଅନିୟମିତତା ଏବଂ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ...
ରାଜଧାନୀରୁ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିଛି । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା...
ପ୍ରକାଶ ପାଇଲା OJEE -୨୦୨୬ ଫଳାଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ...
କ୍ୟାବିନେଟ୍ ବୈଠକରେ ପାଞ୍ଚ ବିଭାଗର ୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ୪୧ତମ ମନ୍ତ୍ରୀମଣ୍ଡଳ ବୈଠକରେ ୫ଟି...
ଆସନ୍ତା ୧୦ ତାରିଖରେ ବିଜେଡି ଡାକିଛି ବଡ଼ ବୈଠକ
ଭୁବନେଶ୍ୱର: ଆସନ୍ତା ୧୦ରେ ବିଜୁ ଜନତା ଦଳ ଡାକିଛି ବଡ଼ ବୈଠକ । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ଏନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି...
IIT ପ୍ରଫେସର ଦେବେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜିର ଟ୍ରେନିଂ
ଭୁବନେଶ୍ୱର: ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଯେଉଁଥିରେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜି ଉପରେ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର। ଓଡ଼ିଶା...
OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ
କଟକ: OPSC ପରୀକ୍ଷାରେ କପି କରିବା ଅଭିଯୋଗରେ କଟକ ମର୍କତନଗର ପୋଲିସ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ମର୍କତନଗର ଅଞ୍ଚଳରେ ଓପିଏସସି ପରୀକ୍ଷା ଚାଲୁଥିବାବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଥିଲେ ।...
ବିହାର ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
ବିହାର: ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ଖଜୌଲୀ ଥାନା ଅଧୀନରେ ଥିବା...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଯାଇଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି l ନୟାଗଡ଼ର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତ୍ତିରେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା...


















