ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଚାମେଲି ଓଝାଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ
କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ଗୁରୁବାର ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ...
ତଦନ୍ତ କମିଶନ ରିପୋର୍ଟ ହଜିବା ଘଟଣାରେ ବିଜେଡିକୁ ଦୋଷ ଦେଲା ବିଜେପି
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଥିବା ନେଇ ଥାନାରେ ଏତଲା ପରେ ଉଭୟ ରାଜ୍ୟ ସରକାର ଓ ବିଜେପି ସିଧାସଳଖ ପୂର୍ବତନ ବିଜେଡି ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ...
ନୀତି ଆୟୋଗରେ ଓଡ଼ିଶାର ଦମଦାର ରିପୋର୍ଟ କାର୍ଡ
ନୂଆଦିଲ୍ଲୀ: ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ସହ ‘ବିକଶିତ ଓଡ଼ିଶା’ର ଏକ ଦୂରଦର୍ଶୀ ରୋଡମ୍ୟାପ୍ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ...
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ ଟଳିଲା ବଡ଼ ଅଘଟଣ
ଭୁବନେଶ୍ୱର:ଝାରପଡ଼ା ନିକଟସ୍ଥ ରେଲୱେ ବ୍ରିଜ ନିକଟରେ କୋଣାର୍କ ଏକ୍ସପ୍ରେସ ସହ ଅନ୍ୟ ଏକ ଚାରିଟି ଏସି କୋଚ ନେଇ ଆସୁଥିବା ଟ୍ରେନର ଧକ୍କା ହୋଇଛି।କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି...
ଥାର୍ଡ ଡିଗ୍ରୀ ଦେବା ଘଟଣାରେ SI ଓ ASIଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଘଟଣାରେ ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର।...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ତଦନ୍ତ କମିଶନ ରିପୋର୍ଟ ହଜିଯିବା ଘଟଣା : ଗୃହ ବିଭାଗ ଦେଲା ଥାନାରେ ଏତଲା
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ହଜିଯିବା ପରେ ଏନେଇ କ୍ୟାପିଟାଲ ଥାନାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଗୃହ ବିଭାଗ...
ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ
ଭୁବନେଶ୍ୱର:ଶଙ୍ଖ ଭବନରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକ କରିଛନ୍ତି। ବୁଧବାର ଦିନ ହୋଇଥିବା ଏହି ବୈଠକ ରେ ସେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର...
ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବାକୁ ପଦକ୍ଷେପ: ୧୫ ବରିଷ୍ଠ ଆଇପିଏସ୍ଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜୁଲାଇ ମାସରୁ ବିଭିନ୍ନ ଜିଲ୍ଲାର ପୋଲିସିଂ ବ୍ୟବସ୍ଥାର ତୃଣମୂଳ ସମୀକ୍ଷା ଓ ଯାଞ୍ଚ...
ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା :ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ ଦୀଘା ଜଗନ୍ନାଥ ଧାମ ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ଏଣିକି ଏହାର ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’...
ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିନିୟର ଆସିଷ୍ଟାଣ୍ଟ
ଭୁବନେଶ୍ୱର:ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍ସିଲ୍ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ୍ ଓରଫ ପୃଷ୍ଟି। ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୯...


















