34.1 C
Bhubaneswar
Monday, April 21, 2025
-Advertisement-
video

ତିତଲି ମୁକାବିଲା ପ୍ରସ୍ତୁତିରେ ସରକାର ବିଫଳ: ବିଜେପି

ବାତ୍ୟା ଓ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗ ସ୍ପଷ୍ଟ ପୂର୍ବାନୁମାନ ସତ୍ତ୍ୱେ ତିତଲିର ମୁକାବୁଲା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ହୋଇପଡିଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।...

ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ରାଜ୍ୟ ସରକାର ଆଗାମୀ ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ଶୁକ୍ରବାର ଛୁଟି ବାତିଲ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଞ୍ଜନଗର ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ ଜଣ ଆହତ ହୋଇଛନ୍ତି । ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ ,...

ମନ୍ତ୍ରୀଙ୍କ ଗାଡିକୁ ଟମାଟୋ ମାଡ

ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡିକୁ ଟମାଟୋ ମାଡ । ରାଜନଗରରେ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ମାଡ । ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ପରିବହନ ମନ୍ତ୍ରୀ ଆଜି କେନ୍ଦ୍ରପଡା ଜିଲ୍ଲାର ରାଜନଗର ବ୍ଲକ ଯାଇଥିବାବେଳେ ଏହି...

ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ନେଇ ରାଜନୀତି ଛୁଙ୍କ

ଓଡିଆ କହିବା ପାଇଁ ନବୀନ ସଂକଳ୍ପ ନିଅନ୍ତୁ:ବିଶ୍ୱଭୂଷଣ ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଚି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି ।...

ଆସୁଛି ତିତଲି : 9 ରୁ ପବନ 10 ରୁ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି. ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ...

ପାରାଦୀପରେ ପହଁଞ୍ଚିଲା ମେମୋ ଟ୍ରେନ

ସୋମବାର ପ୍ରଥମ କରି ପାରାଦୀପକୁ ମେମୋ ଟ୍ରେନ ଚଳାଚଳ କରିଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ଟ୍ରେନ ଚଳାଚଳ କରିବ । ପୂର୍ବରୁ ଚାଲୁଥିବା ପାରାଦୀପ-ପଲାସା ଯାତ୍ରୀବାହୀ ଟ୍ରେନ ବଦଳରେ ଏହା ଚାଲିବ । ଦିନକୁ ଥରେ ଏହି...

ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପି ଜନଜାଗରଣ କରିବ ବିଜେପି

ନବୀନଙ୍କୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର କହି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏଥିପାଇଁ ବିଜେପି ରାଜ୍ୟବ୍ୟାପୀ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ...

‘ଓଡ଼ିଶାରେ ସୁଶାସନ ପ୍ରତିଷ୍ଠାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ’: ନିରଂଜନ

ଜିଲ୍ଲାସ୍ତରୀୟ ରାଜନୀତିରେ ସଂସ୍କାର ପାଇଁ ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଓ ବାସ୍ତବତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ଲୋକଲୋଚନକୁ ଆଣିବା ଉଦେ୍ଦଶ୍ୟରେ ବାଲେଶ୍ୱରରେ ଖୋଲାମଞ୍ଚ ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି...

ଅଧାରେ ରହିଗଲା ଜଗା ଦର୍ଶନ

ଅଧାରେ ରହିଗଲା କାଳିଆ ଦର୍ଶନ । ପୁରୀ ଯାତ୍ରା ହୋଇଗଲା ଶେଷ ଯାତ୍ରା । ଦୁରଦୂରାନ୍ତରୁ କାଳିଆ ଦର୍ଶନ ପାଇଁ ଧାଇଁଆସୁଛନ୍ତି ଭକ୍ତ । ହେଲେ ଅଧାରେ ରହିଯାଉଛି ଦର୍ଶନ । ଉତ୍ତରପ୍ରଦେଶରୁ ପ୍ରାୟ ୬୦ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...