ପାଗଳ ପ୍ରେମିକ, ଏକତରଫା ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ
ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ । ଏହି ଘଟଣା ହେଉଛି ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ମହାବିଦ୍ୟାଳୟର । ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମ କରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗବାର...
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କର ବାରିପଦାରେ...
ନନ୍ଦନକାନନରେ ଜନ୍ମ ନେଲେ ଦୁଇଟି ବାଘ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ଦୁଇଟି ବାଘ । ଶନିବାର ସକାଳ 8ଟାରେ ଧଳା ବାଘୁଣୀ ବିଜୟା ଦୁଇଟି ଛୁଆଙ୍କୁ ଜନ୍ମ ଦେଇଛି । ଖୁସିର କଥା ହେଉଛି ଦୁଇଟି ଯାକ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଧଳାବାଘ...
ବସକୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ପଳାଶୁଣି ଛକରେ ଦୁର୍ଘଟଣା । ଶନିବାର ଅପରାହ୍ନରେ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୁଚନାଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଯାତ୍ରୀବାହି ବସ...
ଯୁବତୀଙ୍କ ପାଇଁ ମରଣ ମୁଁହରେ ଡାକ୍ତର
ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ । ଏହି ଆକ୍ରମଣ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ଗୁରୁବପ୍ରସାଦ କଲୋନିରେ ଘଟିଛି । ସୂଚନା ଅନୁସାରେ ଗତକାଲି ରାତି ୧ଟା ବେଳେ ହୋମିଓପାଥି ଡାକ୍ତର ଶରତ କୁମାର ଶତପଥିଙ୍କ କ୍ଲିନିକରେ ୨ଜଣ ଯୁବତି କାମ...
ଶ୍ରୀମନ୍ଦିର ସଂସ୍କାର ନେଇ ଗଜପତି ମହାରାଜଙ୍କୁ ଭେଟିଲେ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ
ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଲୋଚନା କରିଛନ୍ତି । ଶ୍ରୀନଅର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆମିକସ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ...
ଆରପାରିରେ ଫିଲ୍ମ ପ୍ରଯୋଜକ ସୁବାସ ରାଉତ
ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ବିୟୋଗରେ ସ୍ତବ୍ଧ ସଂପୂର୍ଣ୍ଣ ଚଳଚିତ୍ର ଜଗତ । କଟକସ୍ଥିତ ବାସଭବନରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସୁବାସ କ୍ୟାନ୍ସରରେ ପୀଡିତ ହୋଇ ତାଙ୍କର ଛତ୍ରବଜାର ସ୍ଥିତ...
ସିଏଜି ଆଧାରରେ ବିଜେପି ସରକାରଙ୍କ ବିରୋଧରେ ଅଦାଲତକୁ ଯିବ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ନାରାର ଅସଲ ଗୁମର ଖୋଲି ଦେଇଛି ସିଏଜି । ସିଏଜି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି କୋର୍ଟକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରକାଶ...
ଆସନ୍ତାକାଲି ଓଡିଶା ଆସୁଛନ୍ତି ମୋଦି
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟରେ ପାଞ୍ଚଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ସେ ତାଳଚେର ସାରକାରଖାନାର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।...
ବରମୁଣ୍ଡା ବସଷ୍ଟାଣ୍ଡରେ ‘ସ୍ୱଚ୍ଛତା ହିଁ ସେବା: ସାମିଲ ହେଲେ ଧର୍ମେନ୍ଦ୍ର
‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ବରମୁଣ୍ଡା ବସଷ୍ଟାଣ୍ଡରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଜେପି ନେତାମାନେ ବସଷ୍ଟାଣ୍ଡରେ ଅଳିଆ ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ...