ସିଏସଡି ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା. ସଂଗଠନର ରାଜ୍ୟ ଆବାହକ ଗୋପୀନାଥ ମାଝି ଓ ଅନ୍ୟାନ୍ୟ ନେତାମାନଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ. ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ତଥା ମିଥ୍ୟା ସତ୍ୟପାଠକୁ ଆଧାର କରି ଏହି ଆନ୍ଦୋଳନ କରାଯାଇଥିଲା. କଂଗ୍ରେସ ଭବନରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରା. ଜଙ୍ଗଲ ମଧ୍ୟରେ ଜୀବନ ନିର୍ବାହ କରୁଥିବା କରୁଥିବା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ବିସ୍ଥାପିତ କରିବାର ନକ୍ସା ପ୍ରସ୍ତୁତ ହେଉଥିବା ଅଭିଯୋଗ କରିଛି ସିଏସଡି ସଂଗଠନ.

 

LEAVE A REPLY

Please enter your comment!
Please enter your name here