ବୋର୍ଡ ପରୀକ୍ଷା ପାଇଁ CBSEର ୭ଟି ନିୟମ ବାଧ୍ୟତାମୂଳକ
CBSE ୨୦୨୬ ରେ ହେବାକୁଥିବା ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ବୋର୍ଡ ନୂଆ ନିୟମାବଳୀ ଘୋଷଣା କରିଛି। ଛାତ୍ରଛାତ୍ରୀମାନେ ଏବେ ପରୀକ୍ଷା ଫର୍ମ ପୂରଣ କରିବାକୁ ପଡିବ। ଏଥିସହିତ, କିଛି ବାଧ୍ୟତାମୂଳକ...
ନକଲି ସାର୍ଟିଫିକେଟ ଦେଇ କରିଥଲେ ଚାକିରି; ହେଲେ ବହିଷ୍କାର
ଜାଲିଆତି ସର୍ଟିଫିକେଟ ସହିତ ଚାକିରି କରୁଥିବା ଜଣେ ଅଧ୍ୟାପକଙ୍କ ଭାଗ୍ୟ ଶେଷରେ ଫସିଗଲା। ଜଗତସିଂହପୁ ଜିଲ୍ଲାର ବାଲିକୁଦା କଲେଜରେ ଅଧ୍ୟାପକ ଭାବେ କାମ କରୁଥିବା ସନ୍ତୋଷ ଶତପଥୀଙ୍କୁ ଜାଲ ସାର୍ଟିଫିକେଟରେ ଚାକିରି କରିବା ଅଭିଯୋଗରେ ବହିଷ୍କାର କରାଯାଇଛି। ସୂଚନା ମିଳିଛି...
ପୁରୀ ସ୍ଵର୍ଗଦ୍ଵାର ରେ ବଞ୍ଚି ଉଠିଲା ଶବ
ପୁରୀ ସ୍ବର୍ଗଦ୍ୱାରରେ ବଞ୍ଚିକି ଉଠିଲା ଶବ । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲଷ୍ମୀ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାର ଲୋକ ନେଇଆସିଥିଲେ । କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ...
ରାଜଧାନୀରେ ଗଣଦୁଷ୍କର୍ମ
ରାଜଧାନୀରେ ଚାଞ୍ଚଲ୍ୟ। କୋଲ୍ଡ ଡ୍ରିଙ୍କସରେ ନିଶା ଦେଇ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ...
ପ୍ରଫୁଲ୍ଲ ମଲ୍ଲିକ ନିଲମ୍ବିତ :ଅସନ୍ତୋଷ ବ୍ୟକ୍ତ କଲେ ପଦ୍ମନାଭ ବେହେରା
ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଦ୍ମନାଭ ବେହେରା । ସେ କହିଛନ୍ତି, 'ପ୍ରଫୁଲ୍ଲ ମିଡିଆରେ କିଛି ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ ।...
ବ୍ରହ୍ମପୁର ଆସିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଆସନ୍ତା ୨୭ ତାରିଖରେ ମୋଦୀ ବ୍ରହ୍ମପୁର ଗସ୍ତ କରିବେ । ବ୍ରହ୍ମପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁଥିବା ସେବା ପକ୍ଷ ସମାରୋହରେ ମୋଦୀ ଯୋଗ ଦେବେ...
ଅର୍ଚ୍ଚନା ନାଗଙ୍କ ଘରେ ଇଡି
ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନଭିନ୍ ଚଳାଇଛନ୍ତି। ପୂର୍ବରୁ ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା...
ମୁଁହ ଖୋଲିବା ପାପ, ନିଲମ୍ୱିତ ହେଲେ ପ୍ରଫୁଲ୍ଲ ମଲ୍ଲିକ
ବିଜୁ ଜନତା ଦଳରେ ମୁଁହ ଖୋଲିବା ମହାପାପ । ଏମିତିକି ଦଳକୁ ସୁସଙ୍ଗଠିତ କରିବାକୁ ପରାମର୍ଶ ଦେବା ମଧ୍ୟ ଭୁଲ । ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା...
ଇସ୍ତଫା ଦେଲେ ବିଜେଡ଼ି ଯୁବ ନେତା ହରିଶଙ୍କର
ବିଜୁ ଯୁବ ସଭାପତି ଚୟନ ପ୍ରତି ଅସନ୍ତୁଷ୍ଟ ହୋଇ ହରିଶଙ୍କର ରାଉତ ଇସ୍ତଫା ଦେଇଛନ୍ତି । ସେ କିଛି ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଛି । ଇସ୍ତଫା...
କ୍ୟାବିନେଟ୍ ବୈଠକରେ ନିଆଗଲା ୫ ବଡ଼ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ୨୬ତମ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ...


















