ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ପ୍ରଧାନ ଶିକ୍ଷକ
ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟୀ ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମର ପ୍ରଧାନ ଶିକ୍ଷକ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ତାଙ୍କୁ ଚାକିରୀରୁ...
ଦାବି ପୂରଣ ନହେଲେ ଡାକ୍ତରମାନେ ସାମୂହିକ ଇସ୍ତଫା ଦେବେ:ଓମସା
ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି...
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି...
ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କଲା ପୋଲିସ୍
ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ପୋଲିସ ଆଜି କାଳୁ ଚରଣ ପ୍ରଧାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ କେତେବେଳେ ଏବଂ କେମିତି ସୁଧୀରଙ୍କୁ ହତ୍ୟା କରାଯାଇଥିଲା ତାହାର...
ଦେଶରେ ଏବେବି ସକ୍ରିୟ ଅଛନ୍ତି ମାଓବାଦୀ
ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଅଧୀନ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି...
ସମ୍ବଲପୁର ମହିଳା କଲେଜରେ ଅଶ୍ଳୀଳ ଟିପ୍ପଣୀ ଅଭିଯୋଗରେ ଅଧ୍ୟାପକଙ୍କ ବଦଳି
ସମ୍ବଲପୁର ମହିଳା କଲେଜର ଇଂରାଜୀ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରାଙ୍କ ବିରୋଧରେ ଛାତ୍ରୀମାନେ ଅଶ୍ଳୀଳ ଟିପ୍ପଣୀ ଓ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଢେଙ୍କାନାଳ ଅଟୋନୋମସ୍ କଲେଜକୁ ବଦଳି କରାଯାଇଛି। ଛାତ୍ରୀମାନଙ୍କ ଅଭିଯୋଗ...
ବ୍ୟବସାୟୀ ସୁଧୀର ହତ୍ୟାକାଣ୍ଡର ରହସ୍ୟ;ମାଷ୍ଟରମାଇଣ୍ଡ୍’କୁ ଖୋଜୁଛି ପୋଲିସ
ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେଥିପାଇଁ ପୋଲିସ ତଦନ୍ତ କରୁଛି।ଏହି ମାମଲାରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେବ...
ଦଲିଲ ବିବାଦରେ ହାଇକୋର୍ଟଙ୍କ ମତ
ଓଡ଼ିଶା ହାଇକୋର୍ଟ ଜମି କିଣାବିକା ପରେ ଏକପାଖିଆ ଭାବେ ଦଲିଲକୁ ରଦ୍ଦ କରିବା ନେଇ ଉଠିଥିବା ବିବାଦରେ ଦେଇଛନ୍ତି ଏକ ଦୃଢ଼ ସନ୍ଦେଶ। ଏହି ମାମଲାର ଶୁଣାଣୀ କରି ଅଦାଲତ ଆବେଦନକାରିଣୀଙ୍କୁ ସିଭିଲ କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି...
ମେ ୧୧ରେ ବରଗଡରେ ଖୋଲିବ ଧାନ ମଣ୍ଡି
ଆସନ୍ତା ମେ ୧୧ ତାରିଖରୁ ବରଗଡ ଜିଲ୍ଲାରେ ଧାନ ମଣ୍ଡି ଖୋଲିବ ବୋଲି ଡିଏଲପିସି ବୈଠକ ପରେ ଜିଲ୍ଲାପାଳ ତାରିଖ ଘୋଷଣା କରିଛନ୍ତି। ଅତାବିରା ମାର୍କେଟୟାର୍ଡରୁ ରବି ଋତୁ ଧାନ କିଣା ଆରମ୍ଭ ହେବ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ...
ଅକାମୀ ଯୋଜନାକୁ ବନ୍ଦ୍ କରିବେ ରାଜ୍ୟ ସରକାର
ବିଭିନ୍ନ ସରକାରୀ ଯୋଜନାରେ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏବେ କାର୍ଯ୍ୟକ୍ଷମ ନ ଥିବା ସମସ୍ତ ଅକାମୀ ଯୋଜନାକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ...

















