ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ।ସୂଚନା...
କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ...
ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ପ୍ରଭାବିତ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୨୩୩ଟି ଗ୍ରାମ ପଞ୍ଚାୟତ, ୪୪ଟି ବ୍ଲକ, ଛଅଟି ସହରାଞ୍ଚଳ...
ଛାତ୍ରଛାତ୍ରୀମାନେ ପଢ଼ିବେ ସେୟାର ମାର୍କେଟ୍ ପାଠ; ମାଗଣାରେ ଦିଆଯିବ ତାଲିମ
ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ କଲେଜରେ ସେୟାର ମାର୍କେଟ୍ ପାଠ ପଢ଼ିବେ। ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ...
ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବନ୍ୟା ପରିସ୍ଥିତିର ମୁକାବିଲା...
CMO ଫାଇଲ ହଜିବା ଘଟଣା: ଦସ୍ତଖତରୁ ମିଳିଲା ବଡ଼ ସୁରାକ୍
ଭୁବନେଶ୍ୱର: ବହୁଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ମାମଲାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଛନ୍ତି ଯେ, ଫାଇଲ ଗ୍ରହଣ ସମୟରେ ଦସ୍ତଖତ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସେହି ଫାଇଲ...
ମା’ ଓ ଦିବ୍ୟାଙ୍ଗ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ
ଉଦଳା: ମୟୁରଭଞ୍ଜ ଜିଲ୍ଲା ଦିବ୍ୟସିଂପୁର ଗ୍ରାମରେ ମା’ ଏବଂ ଦିବ୍ୟାଙ୍ଗ ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂପୁର ଗ୍ରାମ ନିକଟରେ ଥିବା କେନାଲରେ ଆଜି ଏକ ମୃତଦେହ ଉଲଗ୍ନ ଅବସ୍ଥାରେ...
ରତ୍ନବେଦୀକୁ ଫେରିଲେ ମହାପ୍ରଭୁ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ପର୍ଯ୍ୟାୟ 'ନୀଳାଦ୍ରି ବିଜେ' ନୀତି ସମ୍ପନ୍ନ ହୋଇଯାଇଛି । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ନୀଳାଦ୍ରିବିଜେ ନୀତି ଆରମ୍ଭ ହୋଇଥିଲା।...
ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ 'ନାଇଡୁ କମିଶନ'ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁନ୍ ୧୦ତାରିଖରୁ କମିଶନରେଟ ପୁଲିସ...
ନିର୍ବାଚନ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ନିରାଶ ହେଲେ ଅରୁଣ ସାହୁ
ଭୁବନେଶ୍ୱର: ଅରୁଣ ସାହୁଙ୍କ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।...

















