30.1 C
Bhubaneswar
Tuesday, March 10, 2026
-Advertisement-

ଭିଜିଲାନ୍ସ ଜାଲରେ କଟକ ସିଟି ହସ୍ପିଟାଲର ସାହାଣୀ ବାବୁ

ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଶୁକ୍ରବାର ତାଙ୍କର ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ ପରେ ଶନିବାର ତାଙ୍କୁ ଗିରଫ କରାଯାଇଛି...

ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନନିବାସକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ...

ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ

୧୭ ତାରିଖରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଡିସଚାର୍ଜ ହୋଇ ନିବାସକୁ ଫେରିଥିଲେ । ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଦେଖିବାକୁ ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ...

ରାଜ୍ୟରେ ତୀବ୍ର ହେଉଛି NAC ଆନ୍ଦୋଳନ : ଯାଜପୁରରେ ବିକ୍ଷୋଭ, ବେଗୁନିଆରେ ବନ୍ଦ ଡାକରା

ରାଜ୍ୟରେ ନୋଟିଫାଇଡ୍ ଏରିଆ କାଉନ୍ସିଲ୍ (NAC) ଗଠନ ପାଇଁ ଦାବି ଜୋରଦାର ହୋଇଯାଇଛି । ୧୨ଟି NAC ଗଠନ ପାଇଁ ସରକାର ଡ୍ରାଫ୍ଟ ରିଜୋଲ୍ୟୁସନ ଦେଇଥିବା ସତ୍ତେ, ଏବେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ NAC ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି...

ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡ଼ି ଦର୍ଶନ

ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନୁରଣ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ଏବଂ ସେଠାରୁ ଗୋଟିଏ ସପ୍ତାହ ମଧ୍ୟରେ...

ମୋଦୀଙ୍କ ଚା’ ବୈଠକକୁ ପ୍ରତ୍ୟାଖ୍ୟାନ କଲା ବିରୋଧୀ

ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଛନ୍ତି ଚା’ ବୈଠକ । ଏହି ବୈଠକକୁ ବିପକ୍ଷ ଦଳ ପ୍ରତ୍ୟାଖାନ କରିଛି...

IPS ଙ୍କୁ ବଦଳୀ କଲେ ସରକାର

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର । ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍‌ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ...

ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ

ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ । ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ଯୋଗୁଁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ...

୧୮ ଶିଳ୍ପ ପ୍ରକଳ୍ପ କୁ ମଞ୍ଜୁରୀ ଦେଲେ ସରକାର

୮ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହାଦ୍ବାରା ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜୀନିବେଶ ହେବ । ଏହାଦ୍ବାରା ୮ ହଜାର...

ମହିଳା ଓ ଶିଶୁ ସୁରକ୍ଷା କୁ ନେଇ ସରକାରଙ୍କ ବଡ ପଦକ୍ଷେପ

ମହିଳା ଓ ଶିଶୁ ସୁରକ୍ଷା ପାଇଁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତ କରାଯିବ। ମହିଳା ବିରୋଧୀ ଅପରାଧ ଘଟିଲେ, ସେମାନେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିବାରେ ସହାୟକ ହେବେ। ଏହି ପ୍ରସଙ୍ଗରେ...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...