25.9 C
Bhubaneswar
Tuesday, July 28, 2026
-Advertisement-

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ କରି ଦର୍ଶନ କରିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି। ଏହି ନୂଆ...

କଟକ ଷ୍ଟେସନ୍‌ରୁ ଉଦ୍ଧାର ହେଲେ ୫୯ ନାବାଳକ

କଟକ ରେଳ ଷ୍ଟେସନ୍‌ରୁ ପାଖାପାଖି ୬୦ ନାବାଳକ ଉଦ୍ଧାର ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆରପିଏଫ୍ ସମସ୍ତଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟାରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ...

ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସ୍ଥଗିତ କଲେ ସରକାର

ଓଡିଶା ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସରକାର ହଠାତ୍ ସ୍ଥଗିତ କରିଛନ୍ତି। ଏପ୍ରିଲ୍‌ ମାସରେ ହେବାକୁ ଥିବା ସଂରକ୍ଷଣ କାର୍ଯ୍ୟ ଏବେ ଅନିଶ୍ଚିତତାରେ ପଡ଼ିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ...

ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା

ଲୋକସଭା ଆସନର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ଆସନ ପାଇଁ ୫୪୩ ଆସନରୁ ୮୫୦ ଆସନକୁ ବୃଦ୍ଧି ପାଇବ । ଏଥିମଧ୍ୟରୁ ୮୧୫ ଆସନ ରାଜ୍ୟ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳରୁ...

ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ; ନିଳମ୍ବିତ ହେଲେ ପ୍ରଧାନ ଶିକ୍ଷକ

ମୟୁରଭଞ୍ଜ କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବା ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ...

ଆଜି ହେଉଛି ଓଡ଼ିଆ ନବବର୍ଷ

ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି । ଓଡ଼ିଶାରେ ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ଆଜି ଘରେ ଘରେ ନବ ବର୍ଷ ପାଇଁ ବେଶ ଉତ୍ସାହ । ପଣା...

ଦଣ୍ଡନାଚ ବେଳେ ଦଣ୍ଡୁଆଙ୍କ ମୃତ୍ୟୁ;ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ଜୀବନ ଚାଲିଯାଇଛି ଏବଂ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ନ୍ୟାୟ ଦାବିରେ ପ୍ରତିବାଦ କରି ହିନ୍ଦୋଳରେ ରାସ୍ତାରୋକ...

SCB ମେଡ଼ିକାଲ ଅଗ୍ନିକାଣ୍ଡ ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

କଟକ SCB ମେଡ଼ିକାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ । ଜିଲ୍ଲା ଅଦାଲତର ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଡାକ୍ତରଖାନାରେ ପହଁଛି ଯାଞ୍ଚ କରିଛନ୍ତି ।ରାଜ୍ୟ...

ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ରେଞ୍ଜର

ରାୟଗଡ଼ା ଜିଲ୍ଲା ଗୁଡ଼ାରିର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଡୁଖୁଙ୍କୁ ରବିବାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଠିକାଦାରଙ୍କୁ ବିଭିନ୍ନ ଜଙ୍ଗଲ ବିଭାଗ ଯୋଜନାର କାମ ପାଇଁ ପିସି ନାମରେ ଟଙ୍କା ଆଦାୟ କରୁଥିବା...

ମାନସ ଓ ସୁଲତାଙ୍କୁ ନୂଆ ଦାୟିତ୍ବ

ବିଜୁ ଜନତା ଦଳର ସଂସଦୀୟ ରଣନୀତିକୁ ମଜବୁତ କରିବାକୁ ବିଜେଡ଼ି ନୂଆ ନିଷ୍ପତି ନେଇଛି । ରାଜ୍ୟସଭାରେ ମାନସ ମଙ୍ଗରାଜଙ୍କୁ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି କରାଯାଇଛି।ସେହିପରି ଉପନେତା ଭାବେ ସୁଲତା ଦେଓଙ୍କୁ ଦାୟିତ୍ୱ ଦିଆଯାଇଛି।ସସ୍ମିତ ପାତ୍ରଙ୍କ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com