22.9 C
Bhubaneswar
Thursday, March 12, 2026
-Advertisement-

ବାଲେଶ୍ବରରୁ ଗିରଫ ହେଲେ ଅମରେଶ ଜେନା

ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି 5 ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍‌ ଅମରେଶ ଜେନା ଓରଫ...

ଆତ୍ମସମର୍ପଣ କଲେ ୨୮ ମାଓବାଦୀ

ଆଜି ସୁକୁମା ଜିଲ୍ଲାରେ 5 ଜଣ ଓ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି 15 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କ...

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ପୋଲିସ, କ୍ରାଇମବ୍ରାଞ୍ଚ, ପରିବାର ସଦସ୍ୟ ଡାକ୍ତରଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ବୟାନ ସମ୍ପୂର୍ଣ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ବୟାନ...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ । ଭୁବନେଶ୍ବର ଉପଜିଲ୍ଲାପାଳ ଅଫିସ୍‌ରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ସୌରଭ ତ୍ରିପାଠୀ...

କଏଦୀଙ୍କ ପାଇଁ ଭଲିବଲ୍ କିଟ୍ ଦେଲେ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ବର ଫ୍ରେଣ୍ଡ୍ସ

ଭୁବନେଶ୍ବର - କଏଦୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କ ଭିତରେ ସକରାତ୍ମକ ମନୋଭାବ ବୃଦ୍ଧି କରିବା ପାଇଁ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର ଫ୍ରେଣ୍ଡ୍ସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରୋଟାରିଆନ...

ଜଗତସିଂହପୁର ଜିଲ୍ଲାରେ ନାବାଳିକାକୁ ଗଣଦୁଷ୍କର୍ମ

ଜଗତସିଂହପୁର ଜିଲ୍ଲାରେ ଆଉ ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୁଜଙ୍ଗ ଥାନାରେ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଘଟଣାଟି ଯେତିକି ସାଂଘାତିକ, ସେତିକି ଲଜ୍ଜାଜନକ । ଜଣେ ୧୫ ବର୍ଷର ନାବାଳିକାକୁ...

ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ଼ କୋଟି

ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ କୋଟି ଟଙ୍କା ,ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା । ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ। ଜୟପୁରର ପୈତୃକ...

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ବହୁତ୍ ବଡ଼ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଯୁବତୀଙ୍କ ସଙ୍ଗିନ ଅଭିଯୋଗ । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ମାମଲା ରୁଜୁ ସହ...

ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ

ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ପରିବାର ଲୋକେ । ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା ରହିଛି । ସ୍କିନ grafting ପାଇଁ...

ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ

ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଦୁର୍ଘଟଣାଗ୍ରସ୍ତ ହେଲା ଶାଲିମାର ଏକ୍ସପ୍ରେସ । ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ସବୁଠାରୁ ବଡ଼ କଥା...
- Advertisement -

Latest article

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...