26.1 C
Bhubaneswar
Tuesday, July 28, 2026
-Advertisement-

ରାଜ୍ୟସଭାରେ କ୍ରସ ଭୋଟିଂ କଲେ କଂଗ୍ରେସର ତିନି ବିଧାୟକ

ଚାଲିଛି ରାଜ୍ୟସଭା ନିର୍ବାଚନ ମତଦାନ। କଂଗ୍ରେସର ତିନି ଜଣ ବିଧାୟକ କ୍ରସଭୋଟିଂ କରିବାର ଅଭିଯୋଗ ହେଉଛି। କଂଗ୍ରେସର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ...

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ

ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ମତଦାନ ।ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ...

SCB ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ; ୧୧ ଜଣ ରୋଗୀ ମୃତ

କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (SCB Medical college) ଓ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଇସିୟୁରେ ଚିକିତ୍ସାଧୀନ ଥିବା ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ...

ରାଜ୍ୟସଭା ନିର୍ବାଚନ;କ୍ରସ୍ ଭୋଟିଂକୁ ନେଇ ବିଜେଡି ଓ କଂଗ୍ରେସର ଡର

ଆସନ୍ତାକାଲି ହେବ ରାଜ୍ୟସଭା ନିର୍ବାଚନ । ୪ଟି ଆସନ ପାଇଁ ବିଧାୟକମାନେ ଭୋଟ୍ ଦେବେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂକୁ ନେଇ ରହିଛି ଡର । ବିଫଳ...

ମୟୂରଭଞ୍ଜରେ କାଳବୈଶାଖୀ ନେଲା ୨ ଜୀବନ

ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀରେ ତାଣ୍ଡବ। ଅପରାହ୍ମରେ ହଠାତ୍ ଅନ୍ଧାର ହୋଇ ମାଡ଼ି ଆସିଲା ତୀବ୍ର ବେଗରେ ପବନ ।କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବରେ କରଞ୍ଜିଆ ବ୍ଲକର କଙ୍କଡ଼ା ଗାଁରେ ବର୍ଷା ପବନରେ...

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ; ପରିବାର ଆଣିଲା ହତ୍ୟା ଅଭିଯୋଗ

ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ହେଲେ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ୩୭ ବର୍ଷୀୟ ଭୀଷ୍ମଦେବ ସାହୁ। ସେ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ।...

ଘୋଡା ବେପାରରେ ନବୀନ ମାହିର; ପ୍ରତାପ ଷଡ଼ଙ୍ଗୀ

ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି । ଏହାରି ମଧ୍ୟରେ ନବୀନଙ୍କ ଘୋଡା ବେପାର ଉକ୍ତି ଓଡିଶା ରାଜନୀତିକୁ ଉଷ୍ମ କରି ଦେଇଛି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି।...

ସରକାରଙ୍କ ବଡ଼ ପଦକ୍ଷେପ;ହ୍ରାସ ପାଇବନି ତେଲ, ଗ୍ୟାସ ଓ କୋଇଲାର ଯୋଗାଣ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେତୁ ଦେଶର ଶକ୍ତି ଯୋଗାଣରେ ଦେଖାଦେଉଥିବା ସମସ୍ୟାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିରୋସିନର ଘରୋଇ ବ୍ୟବହାର ଅସ୍ଥାୟୀ ଭାବରେ ପୁନଃ ଆରମ୍ଭ କରାଯାଇଛି ଏବଂ ହୋଟେଲ ଏବଂ...

ଗ୍ୟାସ୍ ନମିଳିବାରୁ ରାସ୍ତା ଅବରୋଧ କଲେ ଉପଭୋକ୍ତା

କେନ୍ଦୁଝରରେ ଗ୍ୟାସ୍ ନ ମିଳିବାରୁ ଲୋକେ ଖାଲି ଗ୍ୟାସ୍ ଟାଙ୍କିକୁ ରାସ୍ତା ଉପରେ ରଖି କେନ୍ଦୁଝର-ସାନଘାଗରା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝରରେ ରାସ୍ତାରୋକୋ କରିଛନ୍ତି।ବୁକିଙ୍ଗ୍‌ କରି...

ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ପଦବୀ

ଓଡ଼ିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଏକ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com