21.1 C
Bhubaneswar
Monday, November 9, 2026
-Advertisement-

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ...

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର...
ବ୍ରହ୍ମପୁର ଏନକାଉଣ୍ଟର

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର

ବ୍ରହ୍ମପୁର:ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍‌ ରାସ୍ତାରେ ଅପରାଧୀ ଗୋଷ୍ଠୀ ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକି ପୋଲିସ...

ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଅଟୋକୁ ୬୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର:କଟକ-ପୁରୀ ବାଇପାସ୍ ରୋଡ୍‌ର ପାଣ୍ଡରା ଛକ ଦେଖିବାକୁ ମିଳିଛି ନିକଟରେ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟଣା।ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା...

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ...

ଉତ୍କେଲାରୁ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ

ଭୁବନେଶ୍ୱର:ଏଣିକି କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ...

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି

ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ...

ବିଦ୍ୟୁତ୍ କ୍ଷେତ୍ର ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ରାଜ୍ୟରେ ୬ ମାସ ପାଇଁ ବିଦ୍ୟୁତ୍ ସେବାରେ ଧର୍ମଘଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ଶକ୍ତି ସଙ୍କଟ ଥିବାରୁ କର୍ମଚାରୀ, ଯନ୍ତ୍ରୀମାନେ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ ।୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ କଲେ ସରକାର...

ରାଜଧାନୀରେ ନକଲି NIA ଅଫିସର ଗିରଫ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନିଜକୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ର ଅଧିକାରୀ ବୋଲି ପରିଚୟ ଦେଇ ପୋଲିସ କାର୍ଯ୍ୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି।ଉକ୍ତ ବ୍ୟକ୍ତି ଜଣକ ଖାରବେଳ ନଗର...
odisha govt use ev car

ସରକାରୀ ଗାଡ଼ି ବ୍ୟବହାରରେ ଲାଗିଲା କଟକଣା

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସବୁ ସରକାରୀ ବିଭାଗ ପାଇଁ ଇଭି କିଣା ବାଧ୍ୟତାମୂଳକ ହେବ। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ/ଡିଜେଲ ଚାଳିତ ଯାନ କ୍ରୟ ପାଇଁ ଅନୁମତି ମିଳିବ। ସରକାରୀ ଗାଡ଼ି ବ୍ୟବହାର ପାଇଁ ସରକାର ଦେଉଥିବା...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...