ନବଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ
ନବଦାସ ହତ୍ୟା ଘଟଣାରେ କ୍ରାଇବ୍ରାଞ୍ଚ ଦାଖଲ କରିଥିବା ପାଞ୍ଚଶହ ପୃଷ୍ଠାର ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ହତ୍ୟା କରିବାକୁ ସମଲେଇ ମନ୍ଦିରରେ ଶପଥ ନେଇଥିବା କଥା ଉଲ୍ଲେଖ ରହିଛି । ସେ ତା ଭାଇ ସତ୍ୟ ନାରାୟଣ ଦାସଙ୍କ...
ଲାଞ୍ଚୁଆ ମହିଳା ଏଏସଆଇ ଗିରଫ
ରାଜଧାନୀ ସହିଦନଗର ଥାନାର ମହିଳା ପୋଲିସ ଏଏସଆଇ ମମତା ବସ୍ତିଆ । କୌଣସି ଏକ ମାମଲାରେ ସହଯୋଗ କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଗିରଫ କରିଛି ଭିଜିଲାନ୍ସ । ଏତଲାକାରୀଙ୍କ ଠାରୁ 15...
ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ...
ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା
ଚାରିଦିନ ଧରି ଚାଲିଛି ଚଢାଉ । ଯେତେ ଖୋଳତାଡ କଲେ ବାହାରୁଛି ଟଙ୍କା । ଆୟକର ବିଭାଗ ପକ୍ଷରୁ ଡିଏନ୍ ଗ୍ରୁପ ଉପରେ ଚଢାଉ କରାଯାଇ ଏପର୍ଯ୍ୟନ୍ତ 32 କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଥିବା ବେଳେ ଆଜି ଆଉ...
ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ
ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ । ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ...
27 ଯାଏଁ ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ବସ୍ତି
ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ମିଳିଛି ଆଶ୍ବସ୍ତି । ତଳ କୋର୍ଟ ପକ୍ଷରୁ ଜାରୀ କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ୱାନା ବିରୋଧରେ ସେ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ଏନବିଡବ୍ଲୁ କାର୍ଯ୍ୟକାରୀ ନ କରିବା ପାଇଁ...
ଜଗନ୍ନାଥ ହୋ … ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ ଫଳ
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା-2023ର ଅଡିସନ ରାଉଣ୍ଡ ଫଳ ପ୍ରକାଶ ପାଇଛି । ତିନୋଟି ବର୍ଗରେ ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ଅତି ସୁନ୍ଦର ଭାବେ ଶ୍ରୀଜଗନ୍ନାଥ ଭଜନ ଗାଇ...
ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନେଇ ସୋଆ ଏବଂ ଆଇସିଏମ୍ଆର-ଆର୍ଏମ୍ଆର୍ସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଇସିଏମ୍ଆର୍- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆଇସିଏମ୍ଆର୍-ଆର୍ଏମ୍ଆର୍ସି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଏହି ବୁଝାମଣା ଅନୁଯାୟୀ...
ଦୁଇଦିନ ପ୍ରବଳ ବର୍ଷିବ
ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ବଙ୍ଗୋପସାଗରର ଉତ୍ତର ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।...
ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି ।
ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ...


















