ନବୀନଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ...
ଜଣେ ମାନସିକ ରୋଗଗ୍ରସ୍ତ ପୋଲିସଙ୍କୁ ବନ୍ଧୁକ କିଏ ଦେଇଥିଲା ?
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ସବୁଠୁ ବଡ ପ୍ରଶ୍ନ I ପୋଲିସ ଅଧିକାରୀ ଗୋପାଳ ଦାସ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କ ସ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା...
ହୁସେନ ରବିଗାନ୍ଧୀଙ୍କ ପରଲୋକ
ବିଶିଷ୍ଟ ରାଜନୀତିଜ୍ଞ ତଥା ସୁସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ । ଆଜି କଟକ ବଡ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ...
ସେଣ୍ଟ ଜାଭିଅର ପ୍ଲେ ସ୍କୁଲରେ ସରସ୍ବତୀ ପୂଜା
ଭୁବନେଶ୍ୱର ଉପକଣ୍ଠ ଲିଂଗିପୁର ସ୍ଥିତ ଇନ୍ଦିରା କଲୋନୀ ସେଣ୍ଟ ଜାଭିଅର ପ୍ଲେ ସ୍କୁଲରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ମନ୍ତ୍ରପାଠ, ଧୂପଦୀପ ଓ ହୋମଯଜ୍ଞ ଭିତରେ କୁନି କୁନି ଶିଶୁମାନେ ବିଦ୍ୟାଦାତ୍ରୀଙ୍କ ପୂଜା କରିବା ସହ ପୁଷ୍ପାଞ୍ଜଳି...
କିସ୍ରେ ମହାଅଭିଭାବକ ସମ୍ମିଳନୀ
ଭୁବନେଶ୍ୱର, ୨୨ ।୧: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ ଜନସମାଗମ...
ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ : ଏନ୍ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ
ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା...
ଓକିଲ ବନିବେ ଅର୍ଚ୍ଚନା ନାଗ
ଓକିଲ ହେବେ ଅର୍ଚ୍ଚନା ନାଗ । ନିଜ କେସ୍ ନିଜେ ଲଢିବେ । ଏବେ ଏଭଳି କିଛି ଚର୍ଚ୍ଚା ଚାଲିଛି । ଇଣ୍ଟିଗ୍ରେଟେଡ ଲ ପରୀକ୍ଷା ଦେବେ ଅର୍ଚ୍ଚନା । ଏନେଇ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।...
ଆଜିଠୁ ଦୁଇ ଦିନ ବର୍ଷା
ଆଜିଠୁ ଦୁଇ ଦିନ ବର୍ଷା, କମିବ ଶୀତ । ପଶ୍ଚିମା ଛଡ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ,...
୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରେ ସ୍ଥାନାନ୍ତର ହୋଇଥିବାରୁ ଏହାକୁ ବିରୋଧ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି । ବିଭିନ୍ନ...
ଚିଠିରୁ ମିଳିବ କି ରାଜଶ୍ରୀଙ୍କ ମୃତ୍ୟୁର ସୁରାଗ୍
ମହିଳା କ୍ରିକେଟିୟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତାଙ୍କ ସ୍କୁଟି ଡିକିରୁ ଏକ ହାତ ଲେଖା ଚିଠି ମିଳିବା ପରେ ତଦନ୍ତର ଦିଗ ଓସିଏ ଆଡକୁ ଅଙ୍ଗୁଳି ଦେଖାଇଛି । ତେବେ ମିଳିଥିବା ଚିଠି...


















