27.8 C
Bhubaneswar
Thursday, July 30, 2026
-Advertisement-

୩ ଦିନ ପରେ ନିଖୋଜ ୟୁଟ୍ୟୁବର ଙ୍କୁ ଖୋଜି ପାଇଲା ପୋଲିସ

ଗତ ରବିବାରଠାରୁ ନିଖୋଜ ହୋଇଥିବା ଜଣେ ଯୁଟ୍ୟୁବରଙ୍କୁ ଅବଶେଷରେ ସୁରକ୍ଷିତ ଅବସ୍ଥାରେ ଖୋଜି ପାଇବାକୁ ସମର୍ଥ ହୋଇଛି ପୋଲିସ। ସୂଚନା ଅନୁସାରେ, ସେ ବଣଭୋଜି ପାଇଁ ମହେନ୍ଦ୍ରଗିରି ପାଦଦେଶରେ ଅବସ୍ଥିତ ବାରହାପଥର ଜଳପ୍ରପାତକୁ ଯାଇଥିଲେ। ସେଠାରେ ବ୍ଳଗିଂ କରିବା ସମୟରେ...

ଭିଜିଲାନ୍ସ ଜାଲରେ ପଡ଼ିଲେ ଆସିଷ୍ଟାଣ୍ଟ କମିଶନର

ଭୁବନେଶ୍ବର-IV ସର୍କଲର ସହକାରୀ କମିଶନର ସରିତା ବାରିକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି। ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଜଣେ ଖାଦ୍ୟ ଉତ୍ପାଦକଙ୍କୁ ୨,୨୭,୧୪୭ ଟଙ୍କା ଜୋରିମାନା ଏବଂ କର ପୈଠ ପାଇଁ କାରଣଦର୍ଶାଅ ନୋଟିସ୍ ଜାରି...

ଶ୍ରୀମନ୍ଦିରରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ହିଡେନ୍‌ କ୍ୟାମେରାରେ ସୁଟିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡିଛନ୍ତି । ଘଣ୍ଟି ଦ୍ୱାର ନିକଟରେ ବ୍ୟକ୍ତିଜଣଙ୍କୁ ଧରିଲା...

କଟକ ଷ୍ଟେସନରେ ଭୁଶୁଡ଼ିଲା ଛାତ– ଯାତ୍ରୀଙ୍କୁ ହୋଇଲା ଅସୁବିଧା

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ...

ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର : ରାଜସ୍ୱ ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଘୋଷଣା କରିଛନ୍ତି – ରାଜ୍ୟରେ କେହି ଆଉ ଭୂମିହୀନ ରହିବେ ନାହିଁ । ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି । ୨୦୨୬ ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ଜମିର...

ସକାଳୁ ନେଉଥିଲେ ଲାଞ୍ଚ, ASI ଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେବା ଜଣେ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହା ସକାଳୁ ସକାଳୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ପ୍ରାଥମିକ ସୂଚନା...

ବାଂଲାଦେଶ ରେ ପାକିସ୍ତାନ ମନ୍ତ୍ରୀ ଅପମାନିତ

ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। ବାଂଲାଦେଶ ୧୯୭୧ ଗଣହତ୍ୟା...

ଇସ୍ରୋକୁ ବଡ଼ ସଫଳତା ; ପ୍ରଥମ ଏୟାର ଡ୍ରପ୍ ଟେଷ୍ଟର ସଫଳ ପରୀକ୍ଷଣ

ଭାରତର ମହାକାଶ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ISRO ଗଗନଯାନ ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଏୟାର ଡ୍ରପ୍ ପରୀକ୍ଷଣ (IADT-01) ସଫଳତାର ସହ ସମାପ୍ତ ହୋଇଛି। ଏହି ପରୀକ୍ଷଣରେ, ପାରାଚୁଟ୍-ଆଧାରିତ ପ୍ରଣାଳୀର...

ଓଡ଼ିଶା ପାଇଁ ଦିଲ୍ଲୀ ରେ ବସିବ ବୈଠକ

ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଯାଉଛି ରାଜ୍ୟ କଂଗ୍ରେସର ବଡ଼ ବୈଠକ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ନେତାଙ୍କୁ ନେଇ କରିବେ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ'ଣ ରହିବ, ସେନେଇ...

ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

ବିଜେଡିର ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । କର୍ମୀ ସେତେବେଳେ ଦଳ ଛାଡନ୍ତି ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ । କର୍ମୀ ଦଳ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...