ସୋଆରେ ନଭେଲ ମ୍ୟାଟେରିଆଲ୍ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ
ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍ସ ଆଣ୍ଡ ଇଟ୍ସ ଇଞ୍ଜିନିୟରିଂ...
ଓଜେଏସ୍ ପରୀକ୍ଷା ଫଳ : ସୁଶ୍ରିତା ଟପ୍ପର, ପ୍ରଥମ ଦଶ ଜଣରେ 8 ଝିଅ
ଆଜି ପ୍ରକାଶ ପାଇଥିବା ଓଜେଏସ ପରୀକ୍ଷା ଫଳରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । 57ଟି ପଦବୀ ପାଇଁ ଓଡିଶା ପବ୍ଲିକ ସର୍ଭିସ ଆୟୋଗ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା । ସୁଶ୍ରିତା ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶ...
17ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ସେବାୟତ
ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ଏକ ୫୦ ଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ।
...
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ୍ଙ୍କ ପରଲୋକ
ଭୁବନେଶ୍ୱର, ଡିସେମ୍ବର ୨୩: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି ।
୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର...
ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ
ଭୁବନେଶ୍ୱର : ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ...
ଧର୍ମେନ୍ଦ୍ରଙ୍କ ଅଙ୍କ କହୁଛି 2024ରେ ବିଜେପି ଓଡିଶାରେ 15 ଲୋକସଭା ଆସନ ଜିତିବ
ତିନୋଟି ରାଜ୍ୟରେ ବିଜୟକୁ ନେଇ ବିଜେପି ଉତଫୁଲ୍ଲିତ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି , ବିଜେପିର...
ସଂସଦ ସୁରକ୍ଷାରେ ତ୍ରୁଟି : ଭିତରେ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କଲେ ଦୁଇ ଯୁବକ
ଫେଲ୍ ମାରିଲା ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନ ଭିତରେ ପ୍ରବେଶ କରି ଦୁଇ ଯୁବକ ହଙ୍ଗାମା କଲେ । ଲୋକସଭା ସଦନରେ କାର୍ଯ୍ୟ ଚାଲିଥିବା ବେଳେ ଦିନ ଗୋଟାଏ ସମୟରେ ହଠାତ ଦର୍ଶକ ଗ୍ୟାଲେରୀରୁ ଜଣେ ଯୁବକ...
ଡିସେମ୍ବର ୯ରୁ ସୋଆରେ ଆଇଏନ୍ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ...
ପୋଲିସ ଥାନାରେ ମହିଳାଙ୍କୁ ଗୁଳି
ପୋଲିସ ଥାନାରେ ମହିଳାଙ୍କୁ ଗୁଳି । ପାସପୋର୍ଟ ଯାଞ୍ଚ ପାଇଁ ଥାନାକୁ ଯାଇଥିବା ବେଳେ ଅଚାନକ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବଇନିସପେକ୍ଟରଙ୍କ ବନ୍ଧୁକରୁ ଗୁଳି ଆସି ମହିଳାଙ୍କ ମୁଣ୍ଡରେ ବାଜିଥିଲା । ସାଙ୍ଗେ ସଙ୍ଗେ ସେ ତଳେ ପଡିଯାଇଥିଲେ...
ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ
ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ମିଳିତ ଭାବେ...