ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସେବା (OAS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବଙ୍କ ସମେତ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ପଦବୀ ଓ ଦାୟିତ୍ୱ...
ବିମାନବନ୍ଦରରେ ଭୟଙ୍କର ରକେଟ୍ ଆକ୍ରମଣ: ୩ ବିଦେଶୀ ନାଗରିକ ମୃତ
ନୂଆଦିଲ୍ଲୀ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ୟେମେନର ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଯୋଗେ ରକ୍ତାକ୍ତ ଆକ୍ରମଣ କରିଛନ୍ତି। ଏହି ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ...
ବ୍ୟାସନଗର କଲେଜରେ ବୋମାମାଡ଼; ଛାତ୍ର ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଓ ଛାତ୍ରାବାସରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ ଓ ଛାତ୍ରଙ୍କ କହିବା ଅନୁସାରେ, ଆଜି ଭୋର ୩.୨୦ ମିନିଟ...
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ
ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ...
ଏସିବିସି ବର୍ଗର ସାମାଜିକ, ଶିକ୍ଷାଗତ ଓ ରାଜନୈତିକ ସ୍ଥିତିର ଅନୁଧ୍ୟାନ ପାଇଁ ଗଠନ ହେଲା ନୂତନ କମିଶନ
ଭୁବନେଶ୍ୱର: ଏସିବିସି ବର୍ଗର ସାମାଜିକ, ଶିକ୍ଷାଗତ ଓ ରାଜନୈତିକ ସ୍ଥିତିର ଅନୁଧ୍ୟାନ ପାଇଁ ସରକାର ଏକ କମିଶନ ଗଠନ କରିଛନ୍ତି। ଏହି କମିଶନ ଏସିବିସି ବର୍ଗର ବିଭିନ୍ନ ଦିଗ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ...
ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ପ୍ରତିବାଦ: ରାହୁଲ-ପ୍ରିୟଙ୍କାଙ୍କ ନାମରେ ଏଫଆଇଆର
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ ଆକାଶବାଣୀ ଭବନରେ ବଳପୂର୍ବକ ପ୍ରବେଶ କରିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ...
ଆସନ୍ତାକାଲି ଓଡ଼ିଶା ବନ୍ଦକୁ ସମର୍ଥନ କରିବେନି ବସ୍ ମାଲିକ ସଂଘ ଏବଂ ବିଜେଡି
ଭୁବନେଶ୍ୱର:ଆସନ୍ତାକାଲି ଓଡ଼ିଶା ବନ୍ଦକୁ ସମର୍ଥନ କରିବନି ବିଜେଡି । ମତ ବଦଳାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏନେଇ ପ୍ରମିଳା କହିଛନ୍ତି ଯେ, ଆମେ କାଲି ବନ୍ଦକୁ ସମର୍ଥନ କରିବୁ ନାହିଁ ।...
ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ୩ ଟେନିସ୍ ଖେଳାଳି ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଦ୍ରୁତଗାମୀ କାର୍ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୩ ଜଣ ଖେଳାଳିଙ୍କ ଅବସ୍ଥା ସଙ୍କଟାପନ୍ନ...
ଜନ୍ମଦିନରେ ଜୁଇରେ ଜଳିଲେ ରାୟଗଡ଼ା ମାଟିର ପୁଅ ଭି. ତେଜା
ରାୟଗଡ଼ା: ଜନ୍ମଦିନରେ ଜୁଇରେ ଜଳିଛନ୍ତି ଆସାମ ରାଇଫଲ୍ସର ଯବାନ ତଥା ରାୟଗଡ଼ା ମାଟିର ପୁଅ ଭି. ତେଜା। ଅକ୍ଟୋବର ୫ ତାରିଖରେ ନାଗାଲାଣ୍ଡରେ କାର୍ଯ୍ୟରତ ଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ସେ ସହିଦ ହୋଇଥିଲେ । ଗତକାଲି...
ବାଲିଅନ୍ତା ଘଟଣାରେ ଚାପରେ ପଡ଼ି କିଛି ନିର୍ଦୋଷଙ୍କୁ ଗିରଫ କରିଥିଲା ପୋଲିସ:ଡିଜିପି
ଭୁବନେଶ୍ୱର: ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାର ତଦନ୍ତ ଘଟଣାରେ ପୋଲିସ ଡିଜିପି ବିନୟତୋଷ ମିଶ୍ର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ପୋଲିସ ଚାପରେ ପଡ଼ି ନିର୍ଦୋଷଙ୍କୁ ଗିରଫ କରିଥିଲା । ଯେତେବେଳେ କାହାର ବୟାନ...


















