ମୋଦୀଙ୍କ ଚା’ ବୈଠକକୁ ପ୍ରତ୍ୟାଖ୍ୟାନ କଲା ବିରୋଧୀ
ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଛନ୍ତି ଚା’ ବୈଠକ । ଏହି ବୈଠକକୁ ବିପକ୍ଷ ଦଳ ପ୍ରତ୍ୟାଖାନ କରିଛି...
IPS ଙ୍କୁ ବଦଳୀ କଲେ ସରକାର
IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର । ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ...
ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ
ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହେଲା । ଜୁଲାଇ ୨୧ରୁ ଆରମ୍ଭହୋଇଥିବା ଏହି ଅଧୂବେଶନରେ ପ୍ରାୟ ପ୍ରତିଦିନି ହଙ୍ଗାମା ଦେଖିବାକୁ ମିଳିଥିଲା । ବିଶେଷ କରି, ଏସଆଇଆର ପ୍ରସଙ୍ଗରେ ଗୃହ ଅତ୍ୟଧୂକ ସରଗରମ ଥିଲା ।ଲୋକସଭାର ଏହି ଅଧିବେଶନରେ...
ଗାଜାକୁ କବଜା କରିବାକୁ ଇସ୍ରାଏଲର ବଡ଼ ଯୋଜନା
ହମାସ-ଇସ୍ରାଏଲ୍ ଯୁଦ୍ଧ ଆହୁରି ତୀବ୍ର ହେବାର ସମ୍ଭାବନା । ୨୨ ମାସରୁ ଚାଲୁଥିବା ସଂଘର୍ଷକୁ ଶେଷ କରିବା ପାଇଁ ବିଶ୍ବସ୍ତରରେ ପ୍ରଚେଷ୍ଟା ହେଉଥିବା ବେଳେ, ଗାଜା ସହରକୁ କେନ୍ଦ୍ର କରି ନୂଆ ସାମରିକ ଅଭିଯାନ ପାଇଁ ଇସ୍ରାଏଲ୍ ପ୍ରସ୍ତୁତି ଜୋରଦାର...
ଜିଏସ୍ଟିରେ ହେବ ପରିବର୍ତ୍ତନ
ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ସମ୍ପର୍କରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଗୋଷ୍ଠୀ GOM ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ବୈଠକରେ, ଟିକସ ସ୍ଲାବକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତକୁ ହ୍ରାସ କରିବା...
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବି. ସୁଦର୍ଶନ ରେଡ୍ଡୀ
ଉପରାଷ୍ଟ୍ରପତି ପଦ ପାଇଁ ଗୁରୁବାର ଇଣ୍ଡି ସମର୍ଥିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଛନ୍ତି । ଇଣ୍ଡି ମେଣ୍ଟର ତମାମ ନେତୃବୃନ୍ଦଙ୍କ ଉପସ୍ଥିତିରେ ସୁଦର୍ଶନ ରେଡ୍ଡୀ ସଂସଦ ଭବନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲବେଳେ...
ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ
ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ । ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ଯୋଗୁଁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ...
୧୮ ଶିଳ୍ପ ପ୍ରକଳ୍ପ କୁ ମଞ୍ଜୁରୀ ଦେଲେ ସରକାର
୮ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହାଦ୍ବାରା ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜୀନିବେଶ ହେବ । ଏହାଦ୍ବାରା ୮ ହଜାର...
ଅପରେସନ ସିନ୍ଦୂର ;ଭୟରେ ନୌସେନାର ଜାହାଜ ଲୁଚାଇ ରଖିଥିଲା ପାକିସ୍ତାନ
ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ପର୍ଯ୍ୟଟକମାନଙ୍କୁ ହତ୍ୟା କରିବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମେ ୬ ଓ ୭ ତାରିଖ ରାତିରେ...
୩୦ ଦିନରୁ ଅଧିକ ଜେଲରେ ରହିଲେ ଯିବ ପଦ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ଯେକୌଣସି ନେତା 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ରହିଲେ ସେମାନଙ୍କ ପଦ ଯିବ। ଏହି ବ୍ୟବସ୍ଥାକୁ ଆଇନରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ନୂତନ ବିଲ୍ ଉପସ୍ଥାପନ କରିବେ।...

















