32.4 C
Bhubaneswar
Wednesday, August 5, 2026
-Advertisement-

ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ ଦାବି

ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସାଂସଦଙ୍କ କାର୍ ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହେବା ପରେ ବିରୋଧୀ ସାଂସଦଙ୍କ ଗିରଫ ଦାବି କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ଶ୍ରୀ...

ଏଣିକି ପ୍ରତି ପଞ୍ଚାୟତରେ ଗଡିବ ମୋ ବସ୍

ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା ।...

ଶୈବପୀଠରେ ଗଞ୍ଜେଇ ମନା

ରାଜ୍ୟର ଶୈବପୀଠ ଗୁଡିକରେ ଏଣିକି ଗଞ୍ଜେଇ ବ୍ୟବହାର ହୋଇପାରିବ ନାହିଁ । ଶୈବପୀଠରେ ଗଞ୍ଜେଇ ନିଷେଧ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି । କେତେକ ଶିବ...

ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’

ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...

ଯୁଦ୍ଧ ନୁହେଁ, କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦ ତୁଟେଇବାକୁ ମୋଦିଙ୍କ ଆହ୍ବାନ

ଜାପାନ ହିରୋସିମାରେ ଚାଲିଥିବା ଜି-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦ ତୁଟେଇବା ଉପରେ ଗୁରୁତ୍ବ ଦେଇଛନ୍ତି । ଜାତିସଂଘ ନିୟମ ଆଧାରରେ ସବୁ ରାଷ୍ଟ୍ର ପରସ୍ପରର ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ ବୋଲି...

ଗଠନ ହେବ ପୋଲିସ ଚୟନ ବୋର୍ଡ

ସିପାହି ପଦବୀରୁ ସବଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ଗଠନ ହେବ ପୋଲିସ ଚୟନ ବୋର୍ଡ । ଜଣେ ଡିଜି ଅଥବା ଏଡିଜି ପାହ୍ୟାର ଅଧିକାରୀ ବୋର୍ଡ ଅଧ୍ୟକ୍ଷ ପଦରେ ରହିବେ ଏବଂ ବୋର୍ଡ ପରିଚାଳନା ପାଇଁ 24 ଟି ପଦବୀ...

ଶାହରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ସମୀର ଓ୍ବାଙ୍ଖଡେଙ୍କୁ ସିବିଆଇ ଜେରା

ନିଷିଦ୍ଧ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ 25 କୋଟିର ଲାଞ୍ଚ ମାମଲା । ଆର୍ୟନଙ୍କୁ ଡ୍ରଗ୍ସ ମାମଲାରୁ ମୁକୁଳାଇବା ପାଇଁ ସମୀର ଓ୍ବାଙ୍ଖଡେ ଶାହରୁଖଙ୍କ...

ବାହାରିଲା ମାଟ୍ରିକ ପରୀକ୍ଷାଫଳ, ପାସ୍ ହାର 96.4 ପ୍ରତିଶତ

ଚଳିତବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । 96.4 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରୀକ୍ଷା...

ପତ୍ନୀସୁଖ ପାଇଁ ପୁଅକୁ ମାରିଦେଲା ବାପା

ସାତବର୍ଷର ପୁଅ ସବୁଦିନ ତା ଜେଜେବାପା ଜେଜେମା ପାଖରେ ଶୋଉଥିଲା । ମାତ୍ର ସେଦିନ ପୁଅକୁ ପାଖରେ ଶୁଆଇବା ଡାକିଲେ ବାପା । ଲୋଭ ଦେଖାଇଲେ ରୁମରେ କୁଲର୍ ଅଛି, ଆରାମ ଲାଗିବ ଶୋଇବାକୁ । କୁଲର ଥିବା ରୁମରେ...

ଏଥର ବିଳମ୍ବ ହେବ ମୋସୁମୀ

ଏଥର ବିଳମ୍ବ ହେବ ମୌସୁମୀ । ପ୍ରତିବର୍ଷ ଜୁନ୍ 1 ତାରିଖରେ କେରଳ ଛୁଉଁଥିବା ମୌସୁମୀ ଏଥର ଜୁନ 4 ତାରିଖରେ ପହଞ୍ଚିବ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଛୁଇଁଥଆଏ ଏବଂ କେରଳ ପହଞ୍ଚିବାର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...