ଲିଫ୍ଟ ଦେବା ବାହାନରେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ମାଲକାନଗିରିରେ ୨ ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ । ମୁଦୁଲିପଡା ଥାନା ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲେ...
ଉଡ଼ାଣ ପୂର୍ବରୁ ଲାଣ୍ଡିଂ ଗିଅରରେ ଲାଗିଲା ନିଆଁ
ଆମେରିକାରେ ଶନିବାର ଦିନ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ଯାହା ଯୋଗୁଁ ଏଥିରୁ ନିଆଁ ଏବଂ ଧୂଆଁ ବାହାରିବାକୁ ଲାଗିଲା। ସମସ୍ୟା...
FM କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ
ପୁଣି ଚର୍ଚ୍ଚାରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ...
ବାଲେଶ୍ବରରୁ ଗିରଫ ହେଲେ ଅମରେଶ ଜେନା
ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି 5 ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍ ଅମରେଶ ଜେନା ଓରଫ...
ସେପ୍ଟେମ୍ୱର ୯ ଆରମ୍ଭ ହେବ ଏସିଆ କପ୍
ଏସିଆ କପ୍ ୨୦୨୫ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଖେଳାଯିବ । ଭାରତ ଏବଂ ପାକିସ୍ତାନକୁ...
ଇରାନରେ କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼
ଇରାନରେ କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼। ଏହା ଏକ ବଡ ଧରଣର ଆତଙ୍କୀ ଆକ୍ରମଣ । ଇରାନର ଦକ୍ଷିଣ ପୂର୍ବରେ ଥିବା ଏକ କୋର୍ଟ ଉପରେ ହୋଇଥିବା ଆକ୍ରମଣରେ ଏବେ ସୁଦ୍ଧା ୮ଜଣଙ୍କ ଜୀବନ ଯିବା ସହ ୩୦ରୁ...
ଆତ୍ମସମର୍ପଣ କଲେ ୨୮ ମାଓବାଦୀ
ଆଜି ସୁକୁମା ଜିଲ୍ଲାରେ 5 ଜଣ ଓ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି 15 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କ...
ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ; ସୁପ୍ରିମକୋର୍ଟ ଙ୍କ ଉଦବେଗ
କିଛି ଦିନରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏମିତିକି ବାଲେଶ୍ବର ଏଫଏମ କଲେଜ ଘଟଣା ବି ଚାଞ୍ଚଲ୍ୟ ଖେଳାଇଦେଇଛି । ଲଗାତାରଭାବେ ଏଭଳି ଖବରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ...
ଭାରତ ଏବଂ ଋଷ ମିଳିତ ଭାବେ ନିର୍ମାଣ କରିବେ ବ୍ରହ୍ମୋସ-୨ କ୍ଷେପଣାସ୍ତ୍ର
ରିପୋର୍ଟ ଅନୁସାରେ, ବ୍ରହ୍ମୋସ୍-2K ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ପୁନଃଆରମ୍ଭ କରିବା ପାଇଁ ଭାରତ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇପାରେ। ରିପୋର୍ଟ ଅନୁଯାୟୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିଲେ ଦୁଇ ଦେଶ...
ଆଜି କାରଗିଲ ବିଜୟ ଦିବସରେ ସେନା ପ୍ରମୁଖଙ୍କ ବଡ ଘୋଷଣା
କାରଗିଲ୍ ବିଜୟ ଦିବସ’କୁ ପୂରିଛି ୨୬ ବର୍ଷ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ଯବାନମାନେ । ୧୯୯୯ ମସିହାରେ ଯୋଜନାବଦ୍ଧ ଭାବେ ପାକିସ୍ତାନ ତା’ର ପାଖାପାଖି...

















