ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ, ଦ୍ବାଦଶ ପରୀକ୍ଷା ଫଳ
ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ବୋର୍ଡ ଓ୍ବେବସାଇଟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦଶମରେ ପାସହାର 98.94 ପ୍ରତିଶତ ରହିଥିବା ବେଳେ ଦ୍ବାଦଶରେ 96.98 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।...
ଟୁଇଟର୍ ସିଇଓ ହେବେ ଲିଣ୍ଡା ୟାକାରିନୋ !
ଟୁଇଟରର ନୂଆ ସିଇଓ ହୋଇପାରନ୍ତି ଲିଣ୍ଡା ୟାକାରିନୋ । ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ହେଡ୍ ଭାବେ କାର୍ଯ୍ୟ କରୁଥିବା ଲିଣ୍ଡା ୟାକାରିନୋ ଟୁଇଟର୍ ସିଇଓ ଭାବେ ଦାୟିତ୍ବ ନେବା ନେଇ ଚର୍ଚ୍ଚା ହେଉଛି । ଟୁଇଟର ପାଇଁ ଜଣେ ନୂଆ...
ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ
ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଦ୍ବାଦଶ ପରୀକ୍ଷାରେ ଚଳିତବର୍ଷ 87.33 ପ୍ରତିଶତ ପାସ୍ ହାର ଥିବା ବେଳେ ଗତବର୍ଷ ତୁଳନାରେ ଏହା କମ୍ ରହିଛି । ଛାତ୍ରୀଙ୍କ ପାସ୍ ହାର 90.68 ପ୍ରତିଶତ ଥିବା...
ସୁପ୍ରିମକୋର୍ଟଙ୍କ ରାୟ ପରେ ବରିଷ୍ଠ ସଚିବଙ୍କୁ ହଟେଇଲେ କେଜ୍ରିଓ୍ୱାଲ
ସୁପ୍ରିମକୋର୍ଟଙ୍କ ରାୟ ଦିଲ୍ଲୀ ଆପ୍ ସରକାର ପାଇଁ ବଡ ବିଜୟ । ଅମଲାମାନଙ୍କ ବଦଳି ଆଦେଶ କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ଏବଂ କେନ୍ଦ୍ର ସରକାରଙ୍କ ହାତରେ ଆଇନ ଶୃଙ୍ଖଳା ଦାୟିତ୍ବ ରହିବ । ସୁପ୍ରିମକୋର୍ଟଙ୍କ ଏହି ରାୟ...
ଇମ୍ରାନଙ୍କୁ ଘଣ୍ଟାକ ମଧ୍ୟରେ ହାଜର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ପରିସରରୁ ପାକିସ୍ତାନୀ ରେଞ୍ଜର୍ସ ଯେଉଁଭଳି ଢଙ୍ଗରେ ଉଠାଇ ନେଲେ, ତାକୁ ନାପସନ୍ଦ କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ଘଣ୍ଟାକ ଭିତରେ କୋର୍ଟରେ ହାଜର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...
ଆଇଏସଆଇ ବିରୋଧରେ କହିବା ଇମ୍ରାନଙ୍କୁ ମହଙ୍ଗା ପଡିଲା
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଙ୍ଗୁଳି ଦେଖାଇବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମହଙ୍ଗା ପଡିଲା । ଇମ୍ରାନ ଖାନ୍ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫଇଜଲ ନାଜିରଙ୍କୁ ଆକ୍ଷେପ କରିଥିଲେ । ସେ...
ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ଭବ୍ୟ ରାଜ୍ୟାଭିଷେକ
ଆଜିଠୁ ବ୍ରିଟେନରେ ଆରମ୍ଭ ହେଲା ରାଜା ଚାର୍ଲସ ତୃତୀୟଙ୍କ ରାଜୁତି । ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାର୍ଲସ ତୃତୀୟ ଯଦିଓ ରାଜଗାଦିରେ ବସିଥିଲେ, ମାତ୍ର ବିଧିବଦ୍ଧ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା । ଆଜି ବଙ୍କିଙ୍ଗହାମ ରାଜପ୍ରାସାଦରେ ଚାର୍ଲସ...
ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ ବନ୍ଧନରେ ବାନ୍ଧିହେବା ପରେ ଏବେ ଆଉ ଦୁଇ ଜିଲ୍ଲାପାଳ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ...
ଜେଲ୍ ଭିତରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟରକୁ ପିଟି ପିଟି ମାରିଦେଲେ
ଜେଲ୍ ଭିତରେ ଥିବା ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିୟାକୁ ପିଟି ପିଟି ମାରିଦେଲେ । ଜେଲ୍ ଭିତରେ ଥିବା ତିଲୁର ବିରୋଧୀ ଗୋଷ୍ଠୀର କଏଦୀମାନେ ଲୁହାରଡରେ ତିଲୁକୁ ପିଟି ପିଟି ମାରିଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଗୁରୁ ଅବସ୍ଥାରେ ତିଲୁକୁ...
ଝାରସୁଗୁଡାରେ କଂଗ୍ରେସକୁ ଝଟକା
ଝାରସୁଗୁଡା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ କଂଗ୍ରେସକୁ ଝଟକା । ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଉସ୍ତଫା ଦେଇଛନ୍ତି । ସେ ତାଙ୍କ ଉସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳ ଭିତରେ...