ଅଜଣା ବାଇକ୍ ଧକ୍କାରେ ବୃଦ୍ଧା ମୃତ
ଅଜଣା ବାଇକ୍ ଧକ୍କାରେ ଜଣେ 70 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଛି. ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ସାଁପୁର ପଞ୍ଚାୟତ ଧୂଆଁପାରି ଗ୍ରାମର ପୁଷ୍ପଲତା ଦାସ ଟଙ୍କା ଉଠାଇବା ନିମନ୍ତେ ସାଁପୁର ନିକଟସ୍ଥ ଏସବିଆଇ ବ୍ୟାଙ୍କକୁ ଯାଇଥିଲେ. ପରେ...
ରଙ୍ଗବତୀ ଗୀତରେ ଝୁମିଲେ ହକି ତାରକା
ସ୍କୁଲ ପିଲାଙ୍କ ଭିତରେ ହକି ତାରକା । ବିଶ୍ୱକପ ହକି ଚାଲିଥିବାବେଳେ ଖେଳରୁ ଟିକେ ଫୁରସତ ନେଇ ପିଲାଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ବେଲଜିୟମ ଟିମ୍ । ଗୁରୁବାର ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲରେ...
ଗାଡି ପାଇଁ ଇ-ଚାଲାଣ
ଗାଡି ମୁକୁଳାଇବା କିମ୍ବା ବିଭିନ୍ନ ପ୍ରକାର କର ଦେବା ପାଇଁ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା. ଆଜ୍ଞା ହଁ, ଯେତେବେଳେ ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲ୍ଲଘଂନ କରେ ତା ଠାରୁ ଫାଇନ ଆଦାୟ କରାଯାଉଥିଲା ଏବଂ ଫାଇନ ନ...
ପିସି, ବେରୋଜଗାରୀକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି
ରାଜ୍ୟରେ ବେରୋଜଗାର ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ପିସି କାରବାର ମଧ୍ୟ ବଢିବାରେ ଲାଗିଛି। ଯୁବକଙ୍କ ରୋଜଗାର ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯୁବକମାନେ ରାଜ୍ୟ ତଥା ଦେଶ ବାହାରକୁ ଖଟିବାକୁ ଯାଉଛନ୍ତି।...
ଟ୍ରେନ୍ ରେ ଲାଗିବ ସିସିଟିଭି
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ପ୍ରମୁଖ ଟ୍ରେନ୍ ରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛି ରେଳ ବିଭାଗ. ବୁଧବାର ଡିଜିପି ଆର୍. ପି ଶର୍ମାଙ୍କ ନେତୃତ୍ୱରେ ରେଳ ସୁରକ୍ଷାକୁ ନେଇ ବସିଥିବା ରାଜ୍ୟ ସ୍ତରୀୟ କମିଟି ବୈଠକରେ ଏହି...
‘ମସଜିଦ୍ , ଚର୍ଚ୍ଚ ପ୍ରତି କଂଗ୍ରେସ ଦରଦ ଦେଖାଉଛି, ମନ୍ଦିର ପ୍ରତି ନୁହେଁ’
ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିନକ ପୂର୍ବେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାର ପତ୍ରକୁ ନେଇ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଶେଷକରି ବିଜେପି ଏବେ ଏହାକୁ ନିର୍ବାଚନୀ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଥିବା...
ସିଦ୍ଧୁଙ୍କ ପାଇଁ ସଫେଇ ଦେଲେ ପତ୍ନୀ
ନୂଆଦିଲ୍ଲୀ(ଏଜେନ୍ସି): ପାକିସ୍ତାନର କର୍ତ୍ତାରପୁର ସାହେବ କରିଡର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦେଇ ଫେରିବା ପରେ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ତଥା ସମାଲୋଚିତ ହୋଇପଡିଥିବା ପଞ୍ଜାବ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ୍ ସିଦ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ...
ଅରୁଣଙ୍କ ଗିରଫ ଦାବୀରେ ଧାରଣା
ବିଧାୟକ ଅରୁଣ ସାହୁଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଭୁବନେଶ୍ୱର ସିବିଆଇ ଅଫିସ ଆଗରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । ଦାରୁ ଫିକ୍ସିଂ ଓ ଛବି ବର୍ଦ୍ଧନ ହତ୍ୟା ଘଟଣାରେ ଅରୁଣଙ୍କ ସଂପୃକ୍ତି ଅଭିଯୋଗ...
କ୍ରିକେଟକୁ ଗମ୍ଭୀରଙ୍କ ବାଏ ବାଏ
ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହା ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ଦୁଃଖଦାୟକ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସାଂପ୍ରତିକ ସ୍ଥିତିରେ ଏହାର ବିକଳ୍ପ ନାହିଁ ବୋଲି ଗମ୍ଭୀର...
ସେଲଟର ହୋମ୍ ଖୋଳତାଡ, ଜାତୀୟ କମିଶନ ମାଗିଲେ ରିପୋର୍ଟ
ଢେଙ୍କାନାଳର ବେଲଟିକିରି ଗୁଡ ନ୍ୟୁଜ ଇଣ୍ଡିଆ ସେଲ୍ଟର ହୋମରେ ଶିଶୁଙ୍କୁ ନିର୍ୟାତନା ଦିଆଯିବା ଘଟଣାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ବୁଧବାର ସନ୍ଧ୍ୟା ସୁଦ୍ଧା ଜଣାଇବା...















