ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହେଲେ ବନ ଅଧିକାରୀ
ବନ ଅଧିକାରୀ ନିହାରରଞ୍ଜନ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯାଇଛି।...
ଛତିଶଗଡ଼ ମଦ ଦୁର୍ନୀତି ରେ ଚାର୍ଜସିଟ୍ ଦାଖଲ କଲା ଇଡି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ ଅବକାରୀ ବିଭାଗ ଦୁର୍ନୀତି ଓ ମଦ ଘୋଟାଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ଚାର୍ଜସିଟରେ ଅଧିକ ୫୯ ଜଣ ଅଭିଯୁକ୍ତ ସହିତ ୮୧ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଇଡି...
ଜି-ରାମ-ଜି ବିରୋଧରେ ଦେଶ ବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ଯୋଜନା ବିରୋଧରେ ଏବେ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ଶନିବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୫ ଜାନୁୟାରୀରୁ "ମନରେଗା ବଞ୍ଚାଅ ଅଭିଯାନ"...
ଆଖି ବୁଜିଲେ ପୂର୍ବନତ ବିଧାୟିକା ସଞ୍ଚିତା ମହାନ୍ତି
ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଅନେକ ଦିନ...
ନୂଆବର୍ଷରୁ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ଭାରତୀୟ ସେନା
ଭାରତୀୟ ସେନାଙ୍କ ପାଇଁ ଏଥର ନୂଆବର୍ଷ ଆଣିଛି ଖୁସି ଖବର। ସୁରକ୍ଷା କାରଣରୁ ସୋସିଆଲ ମିଡିଆରୁ ବିଚ୍ଛିନ୍ନ ରହି ଦେଶସେବା କରୁଥିବା ସୈନିକମାନେ ଏବେ ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ...
ରେଡ୍ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା
ରେଡ୍ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ମୂଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ...
ମାଓ ବିରୋଧୀ ଅପରେସନରେ ଟଳିଲା ଟପ୍ ମାଓ ନେତା ଗଣେଶ
କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସହିତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ନିହତ...
ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍
ଭିଜିଲାନ୍ସ ଜାଲରେ ପଡ଼ିଲେ ବରିଷ୍ଠ ରାଜସ୍ୱ ସହାୟକ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରେଡ୍ ବେଳେ ୧୬ଟି ପ୍ଲଟ୍ ଠାବ...
ନାବାଳିକା ଦୁଷ୍କର୍ମ ମାମଲା:ଚାନ୍ଦବାଲିରେ ବନ୍ଦ ଡାକରା ଦେଇଛନ୍ତି ବିଜେଡ଼ି ଓ କଂଗ୍ରେସ
ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ଅଲଗା ଅଲଗା ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ମଙ୍ଗଳବାର ଦିନ ଚାନ୍ଦବାଲି ଥାନା ଅଞ୍ଚଳର ୧୦...
ଅନଶନରେ ବସିଛନ୍ତି ସୁନ୍ଦରଗଡ଼ ଜେଲର ୫୪୬ ଜଣ କଏଦୀ
ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଅନଶନରେ ବସିଛନ୍ତି କଏଦୀ । ଜେଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଧାରଣାରେ ବସିଛନ୍ତି । ଗତକାଲି ରାତିଠାରୁ ପ୍ରାୟ ୫୪୬ ଜଣ କଏଦୀ ଧାରଣା ଦେଇଛନ୍ତି । ଠିକରେ ଖାଦ୍ୟ...


















