ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତ ଟିମ୍ ଘୋଷଣା କରିଛି । କିଛି ଦିନର ବିରତି ପରେ...
ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଗୁରୁବାର ସନ୍ଧ୍ୟାରେ ପୁତିନ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବେ । ପୁତିନଙ୍କ ଗସ୍ତ ପାଇଁ...
୮ଲକ୍ଷ ଟଙ୍କାର ହିରୋଇନ ଜବତ : ୩ ଗିରଫ
ଯାଜପୁର ଜିଲା ଅବକାରୀ ବଭାଗ ଓ ଡୋଲିପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୨ ଗ୍ରାମ ହିରୋଇନ ଜବତ କରିଛି,ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ ହେବ । ...
ଫେବୃଆରୀରେ ହେବ ଯୁକ୍ତ ଦୁଇ ପରୀକ୍ଷା
ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଅପଡେ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଇଛି।ଫେବୃଆରୀ ୧୮ରୁ ଆରମ୍ଭ...
ସାର କଳାବଜାରୀ: ୭୭ ଡିଲରଙ୍କ ଲାଇସେନ୍ସ ବାତିଲ
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ସାର କଳାବଜାରୀ ଓ ବେଆଇନ ବିକ୍ରିକୁ ରୋକିବା ପାଇଁ ନିଆଯାଇଛି କଡା ଆକ୍ସନ...
କଫ୍ ସିରପ୍ ଦୁର୍ନିତୀ ମାମଲାରେ ଇଡିର ତଦନ୍ତ
ଉତ୍ତର ପ୍ରଦେଶର କଫ୍ ସିରପ୍ ଦୁର୍ନୀତିରେ ବହିଷ୍କୃତ କନେଷ୍ଟବଳ ଆଲୋକ ସିଂହ ଗିରଫ ହେବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ତୀବ୍ର ହୋଇଛି। ଇଡି ଏହି ମାମଲାରେ ହସ୍ତକ୍ଷେପ କରିଛି। ପୂର୍ବାଞ୍ଚଳର ଦୁଇ ଜଣ ପ୍ରଭାବଶାଳୀ...
ଖୋର୍ଦ୍ଧାରୁ ୬୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କଲା ପୋଲିସ
ଆଜି ଖୋର୍ଦ୍ଧାରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ।ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ାଉ ...
ମାନବ ବୋମା ବ୍ୟବହାର କଲା ବଲୋଚିସ୍ତାନ,ଏବେ ଚିନ୍ତାରେ ପାକିସ୍ତାନ
ଲଗାତାର ଭାବେ ବଲୋଚିସ୍ତାନର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହେଉଛି । ସୋମବାର କ୍ୱେଟାରେ ଥିବା ସେନା ମୁଖ୍ୟାଳୟରେ ବିସ୍ଫୋରଣ ପରେ ପାକିସ୍ତାନ ସରକାରଙ୍କ ମନୋବଳ ଭାଙ୍ଗିଯାଇଛି । ଦେଶ ଆଉ ଥରେ ଖଣ୍ଡ ଖଣ୍ଡ ହେବା...
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ହେଲା ପରିବର୍ତ୍ତନ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ଏବେ ସେବା ତୀର୍ଥ ଭାବରେ ଜଣାଯିବ। ଦେଶବ୍ୟାପୀ ରାଜଭବନଗୁଡ଼ିକର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେଗୁଡ଼ିକ ଏବେ ଲୋକଭବନ ଭାବରେ ଜଣାଯିବ। ଏହି ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ, ବରଂ...
ରାଜସ୍ଥାନରୁ ବିସ୍ଫୋରକ ସହ ପିକଅପ୍ ଗାଡ଼ି ଜବତ,ଆତଙ୍କୀ ଷଡଯନ୍ତ୍ର ବିଫଳ
ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣରୁ ଟଳି ଯାଇଛି ଭାରତ। ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ରାଜସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି...


















