ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ସହ ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା ୪.୩୦ରେ...
୭୬ତମ ସମ୍ୱିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଆଜି ୭୬ତମ ସମ୍ବିଧାନ ଦିବସ ପାଳୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନାଗରିକଙ୍କୁ ସେମାନଙ୍କର ସାମ୍ୱିଧାନିକ ମୌଳିକ କର୍ତ୍ତବ୍ୟ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ସେମାନେ ସୁଦୃଢ ଗଣତନ୍ତ୍ରର ମୂଳଦୂଆ ବୋଲି...
ଦୀର୍ଘଦିନ ପରେ ଖୋଲିବ ଗୁଣ୍ଡିଚା ମନ୍ଦିର
ଦୀର୍ଘ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଜିଲ୍ଲାପାଳ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ...
ସୁରକ୍ଷା ବାହିନୀକୁ ବଡ଼ ସଫଳତା,୨୮ ମାଓବାଦୀ କଲେ ଆତ୍ମସମର୍ପଣ
ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ୨୮ ମାଓବାଦୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ନକ୍ସଲ ପୁନର୍ବାସ ନୀତିର ପ୍ରଭାବରେ , ଆତ୍ମସମର୍ପଣ କରିଛନ୍ତି । ବସୁରର ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ଥିବା ଏହି ମାଓବାଦୀମାନେ ସମ୍ବିଧାନର ପଥରେ...
ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣରେ ଗିରଫ ହେଲା ଆଉଜଣେ ଅଭିଯୁକ୍ତ
ଲାଲକିଲ୍ଲାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ନବିକୁ ସମର୍ଥନ କରିଥିଲା। ତାକୁ ଲୁଚିବା ପାଇଁ...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା;୧ କୋଟି ଯୁବକ-ଯୁବତୀଙ୍କୁ ଦିଆଯିବ ଚାକିରି
ବିହାରରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଅନେକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯୁବକମାନଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବା ଆରମ୍ଭରୁ ତାଙ୍କର ପ୍ରାଥମିକତା...
ବିଜେଡ଼ିକୁ ଝଟକା:ପଦ ଛାଡିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
ବିଜେଡିକୁ ଲାଗିଲା ଝଟକା,ପୁଣି ବିଜେଡି ଦଳର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦ ଛାଡିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନିଜ ଅସନ୍ତୋଷ ଝାଡିବା ସହ ଦଳର ଗୁମର ଖୋଲିଛନ୍ତି...
ଲାଞ୍ଚ ନେଇ ଫସିଗଲେ ଏଆରଆଇ
କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଧରିଛି ଭିଜିଲାନ୍ସ। ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ଏଆରଆଇ ଅଭିମନ୍ୟୁ ଘର ଜମିପଟ୍ଟା କରାଇଦେବା ନାଁରେ ଶ୍ରୀନାଥ ମଲ୍ଲିକଙ୍କ ଠାରୁ ୧୫...
ଅଯୋଧ୍ୟା ରାମ ମନ୍ଦିରରେ ଉଡିଲା ଧର୍ମଧ୍ୱଜା
ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିଲା ଧ୍ବର୍ମଧ୍ବଜା। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଧ୍ବର୍ମଧ୍ବଜା ସ୍ଥାପନ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ...
ଶେଷ ଦିନରେ ବଡ କଥା କହିଲେ ସିଜେଆଇ
ପୂର୍ବତନ ପ୍ରଧାନ ବିଚାରପତି ବିଆର ଗବାଇ ସୋମବାର ନିଜର ଉତ୍ତରାଧିକାରୀ ବିଚାରପତି ସୂର୍ଯ୍ୟକାନ୍ତ ପାଇଁ ସରକାରୀ ମର୍ସିଡିଜ ବେଞ୍ଜ କାର ଛାଡି ଦେଇଛନ୍ତି । ଏହିପରି ଭାବେ ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତି ଭବନରେ ସେ ନୂତନ...


















