22.1 C
Bhubaneswar
Thursday, January 16, 2025
-Advertisement-

ଆସିବ ନୂଆବର୍ଷ ଗାଇଡଲାଇନ୍‌

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ୍ । ଆଗାମୀ ପର୍ବ ପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଆସିବ ।

ଆଜି ସବୁଠୁ ଲମ୍ବା ରାତି

ଆଜି ହେବ ସବୁଠୁ ଲମ୍ବା ରାତି । ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଠାରୁ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି ।...

ଚୀନରେ ସ୍ଥିତି ଗମ୍ଭୀର

ଚୀନରେ କରୋନା ଭାଇରସ ଏବେ ଚିନ୍ତା ବଢାଇଲାଣି । କୋଭିଡ ଗାଇଡଲାଇନ୍ ଶେଷହେବା ପରେ କରୋନା ମାମଲା ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । କିଛିଦିନ ହେବ ଚୀନରେ ଲକ୍ଷେ ଲୋକ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।...

ଗାଡି ଲୋନ ସୁଝିବାକୁ କରିଥିଲେ ଅପହରଣ, ୩ ଗିରଫ

ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି...

ଟଙ୍କା ପାଇଁ କରିଥିଲେ ଅପହରଣ

ନୟାଗଡର ୧୨ ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଉଦ୍ଧାର ହେବା ଘଟଣା । ଅପହରଣ ପଛରେ ୩ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା...

ଟିକେଟ ପାଇଁ ଦୁଇ ସହରରେ ପ୍ରବଳ ଭିଡ

ହକି ପାଇଁ ରାଉରକେଲ. ଭୁବନେଶ୍ୱରରେ ପ୍ରବଳ କ୍ରେଜ୍ । ଆଜି ସକାଳୁ ଟିକେଟ ପାଇଁ ୨ ସହରରେ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ । ରାଉରକେଲାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଶହ ଶହ ଲୋକ । ଭୁବନେଶ୍ୱରର...

ମେସିଙ୍କର ଐତିହାସିକ ୱାର୍ଲ୍ଡ ରେକର୍ଡ

ଆର୍ଜେଣ୍ଟିନା ତୃତୀୟ ବିଶ୍ୱକପ ଟାଇଟେଲ ଜିତିଛି । ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ରୋମାଞ୍ଚକର ମ୍ୟାଚରେ ବିଶ୍ୱବିଜେତା ଫ୍ରାନ୍ସକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଫିପା ବିଶ୍ୱକପ ଟାଇଟେଲ ହାତେଇଲା ଆର୍ଜେଣ୍ଟିନା । ପେନାଲଟି...

ନମିତାଙ୍କ ଗୀତ ଶୁଣିବେ ବିଶ୍ୱବାସୀ

ହକି ବିଶ୍ୱକପକୁ ଝୁମାଇବେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା । ନିଜ ସୁରିଲା କଣ୍ଠସ୍ୱରରେ ସାରା ବିଶ୍ୱକୁ ଝୁମାଇବେ । ହକି ବିଶ୍ୱକପର ଉଦଘାଟନୀ ସଙ୍ଗୀତ ଗାଇବେ ନମିତା । ଗୀତ ରେକର୍ଡିଂ କରିବାକୁ ସେ ମୁମ୍ବାଇ ଯାଇଛନ୍ତି...

ଘଣ୍ଟାଏ ପରେ ବେକରୁ ବାହାରିଲା ଜାଭେଲିନ୍‌

ସଫଳ ହେଲା ଅପରେସନ । ଏକ ଘଣ୍ଟାର ଅପରେସନ ପରେ ବେକରୁ ବାହାରିଲା ଜାଭେଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷୀକ କ୍ରୀଡା ଚାଲିଥିବାବେଳେ ଛାତ୍ର ବେକରେ ଜାଭେଲିନ୍ ପଶିଯାଇଥିଲା...

ଟିଟାନସ ବଦଳରେ କୁକୁର କାମୁଡା ଇଞ୍ଜେକସନ୍

ବାଲେଶ୍ଵର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜ୍ୟୋତି ପ୍ରକାଶ ସେଠୀ ନାମକ ଜଣେ ନାବାଳକର ବ୍ଲେଡ୍‌ରେ ହାତ କଟି ଯାଇଥିଲା । ତେଣୁ ସେ ବାପାଙ୍କ ସହ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...