୪୮ ଘଣ୍ଟା ମଧ୍ୟରେ ୩୬ଟି ଏନକାଉଣ୍ଟର ୩ ଅପରାଧୀ ନିହତ: ଉତ୍ତରପ୍ରଦେଶ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଶୂନ୍ୟ ସହନଶୀଳତା ନୀତି ଆରମ୍ଭ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି...
ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ପିଟି ପିଟି ମାରିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ...
ଶ୍ରୀ ଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ,ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ...
ଭିମସାରରେ ୬ ଦିନରେ ୭ ପ୍ରସୂତିଙ୍କ ମୃତ୍ୟୁ
ସମ୍ବଲପୁର: ବୁର୍ଲା ଭିମସାରରେ ୬ ଦିନରେ ୭ ପ୍ରସୂତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ୍ ମେ ୮ ତାରିଖ ସୁଦ୍ଧା...
ମନ୍ତ୍ରୀ ଭାବେ ଶପଥ ନେଲେ ନିଶାନ୍ତ କୁମାର ଓ ଅନ୍ୟ ନେତୃବୃନ୍ଦ
ନୂଆଦିଲ୍ଲୀ: ଆଜି ବିହାର କ୍ୟାବିନେଟର ସମ୍ପ୍ରସାରଣ କରାଯାଇଥିବା ବେଳେ ଏଥିରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି...
ସୋହରାବୁଦ୍ଦୀନ ଏନକାଉଣ୍ଟର ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୨୨ ଅଭିଯୁକ୍ତ
ମୁମ୍ବାଇ: ଭାରତରେ ସବୁଠୁ ବଡ ଚର୍ଚ୍ଚିତ ଏନକାଉଣ୍ଟର ମାମଲା ମଧ୍ୟରୁ ସୋହରାବୁଦ୍ଦୀନ ମାମଲା ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଥିଲା । ବମ୍ବେ ହାଇକୋର୍ଟ ଗୁଜରାଟର ବହୁ ଚର୍ଚ୍ଚିତ ସୋହରାବୁଦ୍ଦୀନ ଶେଖ ଏନକାଉଣ୍ଟର ମାମଲାରେ ୨୧ ପୋଲିସ କର୍ମଚାରୀ...
ଅଷ୍ଟ୍ରେଲିଆ ସହ ଭାରତ ଖେଳିବ ଟେଷ୍ଟ ମ୍ୟାଚ; ବିସିସିଆଇ
ନୂଆଦିଲ୍ଲୀ: ବିସିସିଆଇ ବୁଧବାର ଭାରତୀୟ ସିନିଅର ମହିଳା ଦଳ, ଇଣ୍ଡିଆ-ଏ (ପୁରୁଷ ଓ ମହିଳା) ଏବଂ ଇଣ୍ଡିଆ ଅଣ୍ଡର ୧୯ (ପୁରୁଷ ଓ ମହିଳା) ଦଳ ପାଇଁ ମ୍ୟାଚ ଫିକ୍ସଚର ପ୍ରକାଶ କରିଛି । ଇଣ୍ଡିଆ-ଏ ପୁରୁଷ ଦଳ ସେପ୍ଟେମ୍ବର...
ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଙ୍କୁ ଗୁଳି କରି ହତ୍ୟା
ପଶ୍ଚିମବଙ୍ଗ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମ ଗ୍ରାମରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଗତ ସହାୟକ ହେଲେ ଚନ୍ଦ୍ରକାନ୍ତ ରଥ । ସେ ବିଜେପିର ଜଣେ...
ରାଜ୍ୟର ସବୁ ବେବନ୍ଦୋବସ୍ତ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସିବ ଏସଓପି
ଭୁବନେଶ୍ୱର: ରାଜ୍ୟରେ ବେବନ୍ଦୋବସ୍ତ ଜମିକୁ ନେଇ ବର୍ଷବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ଖୁବଶୀଘ୍ର ହେବ। ଜମିପଟ୍ଟାରେ ଥିବା ତ୍ରୁଟି ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ...
ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର: ଅପରେସନ ‘ଶିବ’ ସଫଳ
ଭୁବନେଶ୍ୱର: ମହୁ ଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ ଫସିଥିଲେ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ନାବାଳକ ଶିବ ପ୍ରଧାନ। ଦୀର୍ଘ ୧୦ ଘଣ୍ଟାର ରେସକ୍ୟୁ ଅପରେସନ ପରେ ତାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ...



















