କିଏ କୋଉଠୁ କେତେ ଭୋଟରେ ଜିତିଲେ
ନିର୍ବାଚନମଣ୍ଡଳୀ .. ଜିତିଲେ .............ଭୋଟ ବ୍ୟବଧାନ .......ହାରିଲେ
ଆନନ୍ଦପୁର - ବିଜେଡିର ଅଭିମନ୍ୟୁ ସେଠୀ 10,966 ଭୋଟରେ, ହାରିଲେ କଂଗ୍ରେସର ଜୟଦେବ ଜେନା
ଅନୁଗୁଳ - ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ 17,433 ଭୋଟରେ, ହାରିଲେ ବିଜେଡିର ସଂଯୁକ୍ତା ସିଂ
ଆସ୍କା -...
ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ..’ 2024
ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...
କନ୍ୟାକୁମାରୀରେ ଧ୍ୟାନ ମୂଦ୍ରାରେ ମୋଦୀ
ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଛନ୍ତି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ସେ ରକ୍ ମେମୋରିଆଲରେ ଧ୍ୟାନ କରିବେ । ମୋଦୀଙ୍କ ଧ୍ୟାନ...
ପୁରୀରେ ମୋଦୀଙ୍କ ରୋଡ୍ ସୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ରୋଡ୍ ସୋ କରିଛନ୍ତି । ପୁରୀ ବଡଦାଣ୍ଡରେ ହଜାର ହଜାର ଲୋକ ରୋଡ୍ ସୋରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦୀ ମୋଦୀ...
ଗଞ୍ଜାମରେ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ମୃତ୍ୟୁ
ନିର୍ବାଚନୀ ହିଂସାକୁ ନେଇ ଅଶାନ୍ତ ହୋଇଛି ଗଞ୍ଜାମ । ଗାଁରେ ପୋଷ୍ଟର ଲଗାଇବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ...
ସମ୍ ଫୁଲନଖରା ଓ ଶୀତଳାପଲ୍ଲୀ କ୍ୟାମ୍ପସରେ ଆନ୍ତର୍ଜାତିକ ସେବିକା ଦିବସ
ଭୁବନେଶ୍ୱର : ମା’ର ଅନ୍ୟ ଏକ ରୂପ ହେଉଛି ସେବିକା । ମା ନିଜ ପିଲାର ଯତ୍ନ ନେବା ଭଳି ନର୍ସମାନେ ମଧ୍ୟ ସେବା ଯତ୍ନ ପ୍ରଦାନ କରି ରୋଗୀମାନଙ୍କୁ ସୁସ୍ଥ କରିଥାନ୍ତି । ତେଣୁ ନର୍ସ ମାନେ ମା...
ଆହୁରି ସପ୍ତାହେ ଜାଳିବ, ଶୁକ୍ର – ଶନି ରେଡ୍ ଓ୍ବାଣିଂ
ଭୁବନେଶ୍ୱର : ଭୁବନେଶ୍ବର ପାଣିପାଗ ବିଭାଗ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଜାରି କରିଛି । ଶୁକ୍ରବାର ଓ ଶନିବାର ଅର୍ଥାତ 26 ଓ 27 ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳ ପାଇଁ ରେଡ୍ ଓ୍ବାଣିଂ ଜାରି କରିଛି ବିଭାଗ...
ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍କୁ ଓଆର୍ଏସ୍ ଓ ଜଳ ବଂଟନ
ଭୁବନେଶ୍ୱର : ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି...
ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ମିଳିପାରେ ଆଶ୍ୱସ୍ତି
ଭୁବନେଶ୍ୱର : ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ...
ଭୁବନେଶ୍ବର 43.6 : 40 ଉପରେ 32 ସହର
ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ବର ରେକର୍ଡ କରିଛି । ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁଯାୟୀ 32ଟି ସହରର ତାପମାତ୍ରା 40...