23.1 C
Bhubaneswar
Saturday, October 24, 2026
-Advertisement-

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୧୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯହା ଆଗକୁ ଉତ୍ତର ଆଣ୍ଡାମାନ ଦିଗକୁ ଅଗ୍ରସର ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ...

ଔଷଧ ବିଜ୍ଞାପନ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ରର ପଦକ୍ଷେପ

ନୂଆଦିଲ୍ଲୀ: ଔଷଧ ବିଜ୍ଞାପନ ନିୟମକୁ ଆହୁରି କଡ଼ାକଡ଼ି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରେସକ୍ରିପସନ୍‌ରେ ମିଳୁଥିବା କେତେକ ଔଷଧର ବିଜ୍ଞାପନ ନିୟନ୍ତ୍ରଣ ପାଇଁ ଔଷଧ ନିୟମ, ୧୯୪୫ରେ ସଂଶୋଧନ ନିମନ୍ତେ ଏକ ଡ୍ରାଫ୍ଟ...

ଐତିହାସିକ କଟକ ବାଲିଯାତ୍ରା-୨୦୨୬ ନିମନ୍ତେ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ

କଟକ: ଚଳିତ ବର୍ଷ ନଭେମ୍ବର ୨୪ତାରିଖରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଐତହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି ପରୀପ୍ରେକ୍ଷୀରେ ଇଚ୍ଛୁକ ପୃଷ୍ଠପୋଷକ,ଉଦ୍ୟୋଗ, ବ୍ୟବସାୟିକ ଅନୁଷ୍ଠାନ,ସଂଘ, ବ୍ୟବସାୟୀ ଏବଂ ଉପଭୋକ୍ତା ମାନେ ସ୍ଥାନ(ପ୍ଲଟ) ଆବଣ୍ଟନ ସମ୍ପର୍କିତ...

ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଦଳର ଦାବି ଅନୁସାରେ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଚ୍ଚଶିକ୍ଷା...

ମଣିପୁରରେ ପୁଣି ହିଂସା:୭ ମୃତ ଅଭିଯୋଗ

ମଣିପୁର: ମଣିପୁରର କାମଜୋଙ୍ଗ, ଉଖରୁଲ ଏବଂ କାଙ୍ଗପୋକପି ଜିଲ୍ଲାରେ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି । ଏହି ହିଂସା ସମୟରେ ଅନେକ ଘର ପୋଡ଼ି ଦିଆଯାଇଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି...

ଯନ୍ତରମନ୍ତରରେ ବିକ୍ଷୋଭକୁ ଅନୁମତି ଦେଲାନି ପୋଲିସ୍

ନୂଆଦିଲ୍ଲୀ: ସିଜେପିର ଆନ୍ଦୋଳନକୁ ଫ୍ଲପ ଶୋ’ ବୋଲି କହିଛି ବିଜେପି। ଆଜି ସିଜେପି ଯନ୍ତରମନ୍ତରରେ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ବିଶାଳ ବିକ୍ଷୋଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ପୋଲିସ୍‌ ପ୍ରାୟ ୨ ହଜାର ବିକ୍ଷୋଭକାରୀଙ୍କୁ ଦିଲ୍ଲୀର...

ଜୀବନ ନେଲା ରିଲ୍ସ ; ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା

ସମ୍ବଲପୁର: ଗତକାଲି ରାତିରେ ଟ୍ରେନ ଧକ୍କାରେ ଜଣେ ନାବାଳକଙ୍କ ଜୀବନ ଯାଇଛି । ମୃତ ନାବାଳକ ଜଣକ ହେଲେ ବାଉଁଶୁଣି ନିକଟ ଟାଲୁପାଲି ଗ୍ରାମର ସଞ୍ଜୟ ମହାନନ୍ଦିଆଙ୍କ ପୁଅ ରିଙ୍କୁ ମହାନନ୍ଦିଆ । ପୁଲିସ ସୂଚନା ମୁତାବକ,...

ପାନାମାରେ ପ୍ରଳୟଙ୍କରୀ ଭୂମିକମ୍ପ: ୭.୭ ତୀବ୍ରତାର ଝଟ୍‌କା

ପାନାମା: ପାନାମାରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଏହି ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଭୁଶୁଡ଼ି ପଡ଼ିବା ସହ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ...

R&B ଡିଭିଜନ୍‌ରେ ୯.୨୪ କୋଟି ଟଙ୍କା ହଡ଼ପ ମାମଲା: ଆଉ ୩ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ବିଭାଗ ପକ୍ଷରୁ R&B ଡିଭିଜନ୍-୧ କାର୍ଯ୍ୟାଳୟରେ ଘଟିଥିବା ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ ଘଟଣାରେ ଆଉ ତିନି ଜଣ ସରକାରୀ କର୍ମଚାରୀ ଗିରଫ ହୋଇଛନ୍ତି। ଏହାକୁ ମିଶାଇ...

ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତୀର୍ଥକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା ତିଥି। ଏହି ଅବସରରେ ଦେଶବ୍ୟାପୀ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇ ପିଣ୍ଡଦାନ ଏବଂ ତର୍ପଣ କରାଯାଉଛି। ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ, ପିତୃପକ୍ଷର ଶେଷ ଦିନରେ...
- Advertisement -

Latest article

DuffSpin Live Roulette Guide

ContentsGetting Started at DuffSpin: Account Setup and VerificationClaiming Your DuffSpin Bonus for Live GamesUnderstanding DuffSpin Live Roulette GameplayEffective Bankroll Management StrategyCommon Issues and TroubleshootingWithdrawing...

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ :ବିଜୟୀ ପ୍ରାର୍ଥୀଙ୍କ ଜୋରଦାର ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI...

ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭...