IAS ସ୍ତରରେ ବଡ଼ ଧରଣର ଅଦଳବଦଳ
IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍ସି କମିସନର ଦାୟିତ୍ୱରେ ବି ଅଛନ୍ତି ।...
ପୀତବାସ ପଣ୍ଡା ହତ୍ୟା ମାମଲା: CCTV ଫୁଟେଜ୍ରୁ ପୋଲିସକୁ ମିଳିଲା ବଡ଼ ତଥ୍ୟ
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ପୀତବାସଙ୍କ ହତ୍ୟା...
ଇସ୍ରୋର ଗଗନଯାନ ମିଶନରେ ମହାକାଶକୁ ଯିବ ଓଡ଼ିଶାର “ବ୍ୟୋମମିତ୍ର”
ଏବେ ମହାକାଶକୁ ଯିବ ଓଡ଼ିଶା ରୋବର୍ଟ “ବ୍ୟୋମମିତ୍ର” । "ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଏଣ୍ଡ୍ ଟ୍ରେନିଂ ସେଣ୍ଟର୍ ଏହାକୁ ତିଆରି କରିଛି । ବ୍ୟୋମମିତ୍ରକୁ ଦୀର୍ଘ 4 ମାସ ହେବ ସିଟିଟିସି ତିଆରି କରିଛି...
ଓଡ଼ିଶା ଫେରିଲେ ନବୀନ
ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ଓଡ଼ିଶାକୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେ...
ଭାଙ୍ଗିଗଲା ଟ୍ରମ୍ପଙ୍କ ସ୍ବପ୍ନ
ଟ୍ରମ୍ପଙ୍କୁ ମିଳିଲାନାହିଁ ନୋବେଲ ଶାନ୍ତି ପୁରସ୍କାର ।୨୦୨୫ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭେନଜୁଏଲାର ମାରିଆ କୋରୀନା ମଚାଡୋ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି...
ପାକିସ୍ତାନୀ ମହିଳାଙ୍କୁ ଆତଙ୍କବାଦୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ
ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ମହିଳାମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି । ଏହି ମହିଳା ଶାଖାର ନାମ ଜମାତ-ଅଲ-ମୋମିନତ ରହିବ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ଜୈସ୍ ଏହାର...
କଟକ ଗଣ୍ଡଗୋଳରେ ଗିରଫ ହେଲେ ଆଉ ୩ ଅଭିଯୁକ୍ତ
କଟକର ଦଶହରା ଭସାଣୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ, ଏବେ ମୋଟ ଗିରଫ ସଂଖ୍ୟା ୯ରେ...
ଟ୍ରମ୍ପଙ୍କ ଶାନ୍ତି ଯୋଜନାକୁ ଇସ୍ରାଏଲ ଏବଂ ହମାସର ସହମତି
ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟକୁ ଇସ୍ରାଏଲ ଏବଂ ହମାସ ସହମତ କରିଛନ୍ତି। ଏହା ସମ୍ବନ୍ଧରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିକୁ ...
ଟ୍ରମ୍ପ୍ଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଚେତାବନୀ
୨୦୨୩ ଅକ୍ଟୋବର ୭ରେ ଗାଜା ଶାସକ ସଂଗଠନ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୫୧ ଜଣକୁ ହମାସ୍ ପଣବନ୍ଦୀ କରିନେଇଥିଲା। ଏହା ପରେ...

















