27.2 C
Bhubaneswar
Wednesday, July 29, 2026
-Advertisement-

ନିଲାମ ହେବ ୧୬ଟି ଖଣି!

ନିଲାମ ହେବ ରାଜ୍ୟର ୧୬ଟି ଖଣି । ଏଥିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ଏହି...

ବାଲେଶ୍ୱର ଗୁଡ୍ ଇଣ୍ଡିଆ ସେଣ୍ଟର ହୋମରେ ତାଲା

ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲିଛି ଶିଶୁ ଆଶ୍ରୟ ସ୍ଥଳ । ଢେଙ୍କାନାଳ ପରେ ଅନ୍ୟ ଜାଗାରେ ବି ଖୋଲୁଛି ଗୁମର । ବାଲେଶ୍ୱରରେ ଥିବା ଗୁଡ ନୁ୍ୟଜ୍ ହୋମର ଆଉ ଏକ ଶାଖାରେ ପୋଲିସ ଚଢଉ କରି ତାଲା...

ଏକଟଙ୍କାରେ କିଲେ ପିଆଜ

ସାରା ଦେଶରେ ପିଆଜ ଯେତିକି ପରିମାଣର ଅମଳ ହୋଇଥାଏ, ମହାରାଷ୍ଟ୍ର ନାଶିକ୍ ରେ କେବଳ ସେତିକି ପିଆଜର ଅଧା ଅମଳ ହୋଇଥାଏ. ସୂଚନା ମୁତାବକ, ଚଳିତ ବର୍ଷ ନାଶିକ୍ ରେ ପିଆଜ ଚାଷୀ ଭଲ ପିଆଜ ଅମଳ କରିଥିଲେ. ଆଉ...

ଭିଜିଲାନ୍ସ ଜାଲରେ ମହିଳା ସୁପରଭାଇଜର

ଭିଜିଲାନ୍ସ ଜାଲରେ ଭବାନୀପାଟଣା ସଦର ଆଇ.ସି.ଡି.ଏସ ସୁପରଭାଇଜର । ଭବାନୀପାଟଣା ଆଇ.ସି.ଡି ଏସର ସୁପରଭାଇଜର ବାସନ୍ତୀ ନାଏକ ୩୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି ପରିଚାଳନା ପାଇଁ ଆସିଥିବା ତିନି ମାସର...

ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢୁଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର. ଏ ନେଇ ସୋମବାର ରାଜ୍ୟ ସରକାର ଓ ସିଭିଲ୍ ଆଭିଏସନ ମିନିଷ୍ଟ୍ରି ମଧ୍ୟରେ...
video

ଚର୍ଚ୍ଚାରେ ସେଲଟର ହୋମ, ଇସ୍ତଫା ଦେବାକୁ ମନା କଲେ ମନ୍ତ୍ରୀ

ଦିନକୁ ଦିନ ଘନେଇବାରେ ଲାଗିଛି ଢେଙ୍କାନାଳ ସେଲଟର ହୋମ ବିବାଦ । ଏହି ଘଟଣାରେ ତିନିଜଣ ଗିରଫ ହୋଇଥିଲେ ହେଁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ବିଜେପି ମହିଳା ପ୍ରତିନିଧି ଦଳ ଏବଂ କେନ୍ଦ୍ରମନ୍ତ୍ରୀ...

ଡଟ୍ ଫେଷ୍ଟରେ ମତୁଆଲା କରିବେ ସୋନା

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ. ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ଭେଜ୍‌ ନନଭେଜ୍‌ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି. ଖାଲି ଚଟାପଟ ଖାଦ୍ୟ ନୁହେଁ ଶୀତୁଆ ସନ୍ଧ୍ୟାରେ...

ଶେଷ ହୋଇଛି ବାଲିଯାତ୍ରା: ୧୦୦ କୋଟିର ବେପାର

ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ୧୦ ଦିନ ଧରି ମହାନଦୀର ଗଡଗଡିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି । ଶେଷ ଦିନରେ ପଡିଆରେ ଲାଗିଥିଲା ଲୋକଙ୍କ ନାହିଁ ନଥିବା ଭିଡ । ଶେଷ...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ. ସୋମବାର ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛି 23 ବର୍ଷୀୟା ୱାଣ୍ଟେଡ ଦଲମର୍ ଇଡେ ମାଡୀ. ସୂଚନା ଅନୁସାରେ, ସେ 2014 ମସିହାରୁ ଆନ୍ଧ୍ର-ଓଡିଶା ସମେତ ମାଲକାନଗିରି ଡିଭିଜନର କାଲିମେଳା ଅଞ୍ଚଳ...

ଉଦଘାଟନ ହେଲା କୋଣାର୍କ ଉତ୍ସବ

ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ  ଉଦଘାଟିତ ହୋଇଛି 5 ଦିନ ଧରି ଚାଲିବାକୁ ଥିବା  କୋଣାର୍କ ଉତ୍ସବ. 29ତମ କୋଣାର୍କ ଉତ୍ସବକୁ ଉଦଘାଟନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା. ପରେ ମନ୍ତ୍ରୀ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...