23.1 C
Bhubaneswar
Tuesday, October 27, 2026
-Advertisement-

ମୋଦୀ-ସନା ତକାଇଚୀ ଶିଖର ବୈଠକ: ଏକାଧିକ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ-ଜାପାନ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସନା ତକାଇଚୀଙ୍କର ଏହା ପ୍ରଥମ ଭାରତ ଗସ୍ତ । ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଫାର୍ମା, ପ୍ରତିରକ୍ଷା, ବୈଷୟିକ, ସେମିକଣ୍ଡକ୍ଟର୍,...

ମିଳିଲା ଜାତୀୟ ଦଳରେ ସୁଯୋଗ, ଓଡ଼ିଶାର ୯ ଯୁବ ହକି ଖେଳାଳି ଯିବେ ବେଲଜିୟମ

ଭୁବନେଶ୍ୱର: ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ...

ଆଦାନୀ ଏଣ୍ଟରପ୍ରାଇଜେସ ସହିତ ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝୀଙ୍କ ଉପସ୍ଥିତିରେ ୟୁଏଇର ଆବୁଧାବୀସ୍ଥିତ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓ ରାଜ୍ୟ ଶିଳ୍ପ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ...

ହ୍ୱାଟସ୍‌ଆପ୍‌ର ‘ୟୁଜରନେମ୍’ ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମେଟା ଅଧିକୃତ ହ୍ୱାଟସ୍‌ଆପ୍ ଏବେ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ବଦଳରେ ଏକ ନିର୍ଦ୍ଦିଷ୍ଟ ‘ୟୁଜରନେମ୍’ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ଯାହାଫଳରେ କାହା ସହ ଚାଟିଂ କିମ୍ବା...

ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି

ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ,...

ଅକ୍ଟୋବର ସୁଦ୍ଧା ଶେଷ ହେବ ସବ୍-ଇନ୍ସପେକ୍ଟର ପରୀକ୍ଷା

ଭୁବନେଶ୍ୱର: ଚଳିତ ୨୦୨୬ ବର୍ଷର ଅକ୍ଟୋବର ମାସ ସୁଦ୍ଧା ସମସ୍ତ SI ପରୀକ୍ଷା ପ୍ରକ୍ରିୟା ଶେଷ କରାଯିବ ବୋଲି OUSSSC (ଓଡ଼ିଶା ଉପପୁଲିସ ସେବା ଚୟନ ଆୟୋଗ) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଶ୍ନପତ୍ର ଲିକ୍...

SCBରେ ଜୁନିଅର ଡାକ୍ତରଙ୍କ ବିକ୍ଷୋଭ: OMSA ର ସମର୍ଥନ

କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ର ସମର୍ଥନରେ ନିଜର...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍‌ଏସ୍‌୧୦୩)କୁ ବାଦ୍‌ ଦେଇଛି ପୋଲିସ । ବିକ୍ରମଙ୍କ ସମେତ ୧୪...

ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ...
- Advertisement -

Latest article

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...