WAQF କାନୁନ ରହିଲା ଏବଂ ଧାରା ବଦଳିଲା
ସୁପ୍ରିମକୋର୍ଟ ୱାକଫ ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ମୁଦ୍ଦାକୁ ନେଇ ଫୈସଲା ଆସିଛି, ସମ୍ପୂର୍ଣ୍ଣ ଆଇନକୁ ରୋକ୍ ଲଗାଇନାହାନ୍ତି କୋର୍ଟ । କିନ୍ତୁ କିଛି ବିବାଦୀୟ ଧାରାକୁ ସ୍ତଗିତ କରାଯାଇଛି । କେନ୍ଦ୍ରର ୱାକଫ ଅଧିନିୟମକୁ...
ଆସାମକୁ ୧୮ ହଜାର ୫୩୦ କୋଟିର ଉପହାର
ଆସାମ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସାମ ବିକାଶର ନୂଆ ଶିଖରରେ ପହଞ୍ଚିଥିବା ଦରାଙ୍ଗରେ...
ନୂଆ ଜିଏସଟି ପୂର୍ବରୁ ଲାଗୁ ହେବ ନୂଆ MRP
କେନ୍ଦ୍ର ସରକାର ଜିଏସଟି କମାଇବା ପରେ, ଏବେ ସମସ୍ତ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖା ହେବ । ପ୍ୟାକିଂ ହୋଇଥିବା କିମ୍ବା ପୂର୍ବରୁ କିଣା ଥିବା ସାମଗ୍ରୀ ମଧ୍ୟ ଏଥିରେ ଆସିବ। ଏହି ସମ୍ପର୍କରେ କେନ୍ଦ୍ରୀୟ ଖାଉଟି ବ୍ୟାପାର...
ଆସାମରେ ଭୂକମ୍ପ
ଆସାମ ର ସିଲିଗୁଡି ରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଛି। ଲୋକମାନେ ଘର ଏବଂ ଦୋକାନ ଛାଡି ରାସ୍ତା ଏବଂ ଅନ୍ୟାନ୍ୟ ଖାଲି ସ୍ଥାନକୁ ଦୌଡ଼ି ପଳାଇଥିଲେ। ସୂଚନା ଅନୁଯାୟୀ,...
ଋଷିଆକୁ ଭାରତର ତାଗିଦ୍
ଭାରତର ଆପତ୍ତି ସତ୍ତ୍ୱେ ଏବେ ବି ଅନେକ ଭାରତୀୟ ନାଗରିକ ରୁଷିଆ ସେନାରେ କାମ କରୁଛନ୍ତି । ଏନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ କଠୋର ପରାମର୍ଶ ଜାରି କରିଛି । ବୈଦେଶିକ ବ୍ୟାପାର ମୁଖପାତ୍ର...
ରାଜଧାନୀରେ ଗଣଦୁଷ୍କର୍ମ
ରାଜଧାନୀରେ ଚାଞ୍ଚଲ୍ୟ। କୋଲ୍ଡ ଡ୍ରିଙ୍କସରେ ନିଶା ଦେଇ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ...
ଆମେରିକା ଉପରେ ଚୀନର ବିରକ୍ତି ଭାବ
ଆମେରିକା ଏବଂ ନାଟୋ ଦେଶଗୁଡ଼ିକ ରୁଷରୁ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ପ୍ରତିବନ୍ଧକ ଲଗାଇବା ପାଇଁ ଚାପ ଦେଉଛନ୍ତି, କିନ୍ତୁ ଚୀନ୍ କହିଛି ଯେ ସେ କୌଣସି ଯୁଦ୍ଧ ଯୋଜନାରେ ସାମିଲ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...
ଭାରତ ପରେ ଏବେ ଚୀନ୍ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନକୁ ଟାରିଫ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ୫୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁକ୍ଳ ଲଗାଇବାର ବିକଳ୍ପ ଭାବିବେ । ଟ୍ରମ୍ପଙ୍କ ମତାନୁସାରେ, ଏହି ପଦକ୍ଷେପ ଆମେରିକାର ଅର୍ଥନୀତିକୁ...
ପ୍ରଫୁଲ୍ଲ ମଲ୍ଲିକ ନିଲମ୍ବିତ :ଅସନ୍ତୋଷ ବ୍ୟକ୍ତ କଲେ ପଦ୍ମନାଭ ବେହେରା
ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଦ୍ମନାଭ ବେହେରା । ସେ କହିଛନ୍ତି, 'ପ୍ରଫୁଲ୍ଲ ମିଡିଆରେ କିଛି ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ ।...
ବ୍ରହ୍ମପୁର ଆସିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଆସନ୍ତା ୨୭ ତାରିଖରେ ମୋଦୀ ବ୍ରହ୍ମପୁର ଗସ୍ତ କରିବେ । ବ୍ରହ୍ମପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁଥିବା ସେବା ପକ୍ଷ ସମାରୋହରେ ମୋଦୀ ଯୋଗ ଦେବେ...


















